Browsing Tag

brownsugar

ରାଜଧାନୀରୁ ୪.୫ କିଲୋ ବ୍ରାଉନସୁଗାର ଜବତ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରୁ ସାଢ଼େ ୪ କିଲୋ ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ୫୦ ଲକ୍ଷ ଟଙ୍କା ହେବ। କ୍ରାଇମବ୍ରାଞ୍ଚ ଏସଟିଏଫ ରସୁଲଗଡ଼ ଅଞ୍ଚଳରୁ ୩ ଜଣ ହୋଲସେଲ୍‌ ନିଶା…
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର: ବସ୍ତା ବ୍ଲକ କାଦରାୟା ଗ୍ରାମରୁ ବ୍ରାଉନସୁଗାର ଜବତ ହୋଇଛି। ଜଣଙ୍କ ଘରୁ ପ୍ରାୟ ୩୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଅବକାରୀ ବିଭାଗ ସୋମବାର ଦିନ ଚଢଉ କରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର…
Read More...

ଭଦ୍ରକରୁ ବ୍ରାଉନସୁଗର ଜବତ

ଭଦ୍ରକ : ଚରମ୍ପା ରେଳ ଷ୍ଟେସନ ରାସ୍ତାରୁ ୨ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ସୂଚନା ଅନୁସାରେ, ଭଦ୍ରକ ଜିଲା ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ସ୍କ୍ୱାଡ଼୍ ପକ୍ଷରୁ…
Read More...