Browsing Tag

breaking news online

ପ୍ରଧାନ ବିଚାରପତିଙ୍କୁ କ୍ଲିନଚିଟ ଘଟଣା: ଇସ୍ତଫା ଦେଇପାରନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ!

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠ ବିଚାରପତିମାନଙ୍କ ଦ୍ୱାରା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାର ବିଚାର ପ୍ରକ୍ରିୟା ନେଇ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ଏବଂ…
Read More...

ଅରୁଣାଚଳପ୍ରଦେଶର ଉପମୁଖ୍ୟମନ୍ତ୍ରୀଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଇଟାନଗର..- ଅରୁଣାଚଳପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଚୋଓ୍ୱାନା ମେନ୍‌ଙ୍କ ଘରକୁ କିଛି ବିକ୍ଷୋଭକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଅଣ ଆଦିବାସୀଙ୍କୁ ନାଗରିକ ମାନ୍ୟତା ଦିଆଯିବା ବିରୋଧରେ କିଛି ଆଦିବାସୀ ସଙ୍ଗଠନ ବିରୋଧ…
Read More...

ଆତଙ୍କବାଦୀଙ୍କ ଗୁଳିରେ ଡିଏସ୍‌ପି ସହିଦ

ଶ୍ରୀନଗର..- ଜାମ୍ମୁ କାଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଡିଏସ୍‌ପି  ସହିଦ ହୋଇଛନ୍ତି । ଅମନ ଠାକୁର ନାମକ ଡିଏସ୍‌ପି ସହିଦ ହୋଇଛନ୍ତି । ରବିବାରରେ ଏକ ସୂଚନା ଆଧାରେ…
Read More...

ନ୍ୟୁଜିଲାଣ୍ଡ ସଂସଦରେ ପୁଲଓ୍ୱାମା ଆକ୍ରମଣକୁ ନିନ୍ଦା

ଓ୍ୱେଲିଂଟନ..- ନ୍ୟୁଜିଲାଣ୍ଡ ସଂସଦରେ ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରାଯାଇଛି ।  ଏହି ନିନ୍ଦା ପ୍ରସ୍ତାବ ନ୍ୟୁଜିଲାଣ୍ଡ ସଂସଦରେ ନିର୍ବିରୋଧ ଭାବେ ଗୃହୀତ ହୋଇଥିଲା । ନ୍ୟୁଜିଲାଣ୍ଡର ଉପ ପ୍ରଧାନମନ୍ତ୍ରୀ…
Read More...

ଭାରତପାଇଁ ନୂଆ ଯୁଦ୍ଧ ବିମାନ ଏଫ୍‌-୨୧ ତିଆରି କରିବାକୁ ପ୍ରସ୍ତାବ ଦେଲା ଆମେରିକାର ଲକ୍‌ହିଡ୍‌

ନୂଆଦିଲ୍ଲୀ ..-  ଆମେରିକାର ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ସଂସ୍ଥା ଲକ୍‌ହିଡ୍‌ ଭାରତ ପାଇଁ  ନୂତନ ଧରଣର ଏଫ୍‌-୨୧ ଯୁଦ୍ଧ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛି । ଏଥିରେ ଅନେକ ପ୍ରକାରର ସ୍ୱତନ୍ତ୍ର…
Read More...

ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି ଆମେ ଶେଷ କରିବୁ, ପୂର୍ବତନ ମେଜର ଜେନେରାଲ ଜିଡି ବକ୍ସି

ନୂଆଦିଲ୍ଲୀ …-  ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଛି । ଆମେ ତାକୁ ଶେଷ କରିବୁ ବୋଲି ପୂର୍ବତନ ସେନା ମେଜର  ଜେନେରାଲ୍‌ ଜିଡି  ବକ୍ସି କହିଛନ୍ତି । ପୁଲୁଓ୍ୱାମା ଆକ୍ରମଣରେ  ୪୦ ଜଣ ସିଆର୍‌ପିଏଫ୍‌ ସହିଦ ହେବାପରେ ଏହା…
Read More...

ସିଦ୍ଧୁଙ୍କ ପାଇଁ ଇମରାନ୍‌ଙ୍କ ବନ୍ଧୁତା ପ୍ରଥମ: କେଜ୍ରିଓ୍ୱାଲ

ନୂଆଦିଲ୍ଲୀ ..- ସିଦ୍ଧୁଙ୍କ ପାଇଁ ଇମରାନ୍‌ଙ୍କ ବନ୍ଧୁତା ପ୍ରଥମେ ବୋଲି  ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି । ସିଦ୍ଧୁ ପାକିସ୍ତାନ ଓ ଇମରାନ୍‌ଙ୍କ ସହ ବନ୍ଧୁତା ପ୍ରଥମେ କହୁଥିବା ବେଳେ ଦେଶ ତା’ ପରେ…
Read More...

ମହିଳା ନୁହନ୍ତି ହେଲେ ଉପସ୍ଥାପନା ମହିଳା ଭଳି: ପ୍ରଥମ ଏଆଇ ଉପସ୍ଥାପିକା ତିଆରି କଲା ଚୀନ୍‌

ବେଜିଂ ..- ଚୀନ ପୂର୍ବରୁ ଟିଭିରେ ଖବର ଉପସ୍ଥାପନା ପାଇଁ  ପ୍ରଥମ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସିଂ ବା ଏଆଇ ଉପସ୍ଥାପକ ତିଆରି କରିଥିଲା ।  ଏବେ ଚୀନ୍‌ ଏଆଇ ମହିଳା ଟିଭି ଉପସ୍ଥାପିକା ତିଆରି କରିଛି। ଏହି ଆର୍ଟିଫିସିଆଲ…
Read More...

ପୁଲଓ୍ୱାମା ଆକ୍ରମଣ ପୂର୍ବରୁ ଦିଲ୍ଲୀରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ଜୈଶ୍‌-ଏ-ମହମ୍ମଦ

ନୂଆଦିଲ୍ଲୀ ..- ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜୈଶ –ଏ- ମହମ୍ମଦ ଦିଲ୍ଲୀରେ ଏକ ବଡ ଧରଣର ଆକ୍ରମଣ କରିବାପାଇଁ ଯୋଜନା କରିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ଏକାଠି ହୋଇ ଜୈଶ –ଏ- ମହମ୍ମଦର…
Read More...

ସିଦ୍ଧୁଙ୍କୁ ଦିଗ୍‌ବିଜୟଙ୍କ ପରାମର୍ଶ , ‘ତମ ସାଥୀ ଇମରାନ୍‌ ଭାଇଙ୍କୁ ବୁଝାଇଦିଅ’!

ନୂଆଦିଲ୍ଲୀ ..- ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ବିବାଦୀୟ ମନ୍ତବ୍ୟ ଦେଇ ପୂର୍ବତନ କ୍ରିକେଟିୟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବିବାଦରେ ଫସିଛନ୍ତି । ଏହାପରେ କଂଗ୍ରେସରୁ ତାଙ୍କୁ ବିରୋଧ କରାଯିବା…
Read More...