Browsing Tag

breaking news odia

ମିଜୋରାମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଜୋରାମଥାଙ୍ଗା

ଶିଲଂ . -  ଜୋରାମ୍‌ଥାଙ୍ଗା ମିଜେରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ କେ ରାଜ ଶେଖରନ୍‌ ଜୋରାମଥାଙ୍ଗାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଜୋରାମ ମିଜୋ ଭାଷାରେ ଶପଥ…
Read More...

ବେଆଇନ କୋଇଲା ଖଣିରେ ପାଣି ପଶିବାରୁ ୧୩ ଶ୍ରମିକଙ୍କର ମୃତ୍ୟୁ

ଶିଲଂ . – ମେଘାଳୟରେ ଥିବା  ବେଆଇନ କୋଇଲା ଖଣିରେ  ପାଣି ପଶି ଯିବାରୁ ୧୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମେଘାଳୟର ପୂର୍ବରେ ଥିବା ଜଇନ୍ତିଆ ପାହାଡିଆ ଜିଲା ଅଞ୍ଚଳରେ ଏହି ଘଟଣା ଘଟିଛି । ଏବେ ଏହି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଦେଶଯାତ୍ରା ଖର୍ଚ୍ଚ ୧୬୦୦ କୋଟି ଟଙ୍କା

ନୂଆଦିଲ୍ଲୀ  . -  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଦେଶ ଯାତ୍ରା ଖର୍ଚ୍ଚ ୧୬୦୦ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଅନେକ ସମୟରେ ବିରୋଧୀଦଳମାନେ ଏହାକୁ ନେଇ ପ୍ରଶ୍ନ କରିଥାଆନ୍ତି । ମୋଦୀଙ୍କ ବିଦେଶ ଯାତ୍ରା…
Read More...

ରାଫେଲ୍‌ ଚୁକ୍ତିକୁ ନେଇ ଅମିତ ଶାହଙ୍କ ପ୍ରଶ୍ନ – କ’ଣ କମିଶନ ପାଇଁ କଂଗ୍ରେସ ଏହି ଚୁକ୍ତିକୁ ରୋକିଥିଲା !

ନୂଆଦିଲ୍ଲୀ . – ରାଫେଲ୍‌ ଚୁକ୍ତିକୁ ନେଇ ସୁପ୍ରିମ କୋର୍ଟରେ ଦାୟର ହୋଇଥିବା ମାମଲାରେ ରାୟ ଆସିବା ପରେ ଏବେ ଭାରତୀୟ ଜନତା ପାର୍ଟି ବିରୋଧଙ୍କ ଉପରେ ପ୍ରଶ୍ନ ବାଣରେ ଆକ୍ରମଣ କରିବା ଆରମ୍ଭ କରିଛି ।  ଭାଜାପା ରାଷ୍ଟ୍ରୀୟ…
Read More...

୨୦୦,୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍‌କୁ ନିଷେଧ କଲେ ନେପାଳ ସରକାର

କାଠମାଣ୍ଡୁ . – ନେପାଳରେ ସମସ୍ତ ଭାରତୀୟ ମୁଦ୍ରା ବୈଧ ଥିଲା । ଏଠାରେ ଆରାମରେ ଭାରତୀୟ ମୁଦ୍ରାରେ କାରବାର କରି ହେଉଥିଲା । ମାତ୍ର ୧୦୦ ଟଙ୍କିଆଠାରୁ ଅଧିକ ମୂଲ୍ୟ ଥିବା ଭାରତୀୟ ମୁଦ୍ରାକୁ ନେପାଳ ସରକାର ତତ୍‌କାଳ…
Read More...

ଛାତରୁ ପଡି ଟେଲିଭିଜନ ଉପସ୍ଥାପିକାଙ୍କର ମୃତ୍ୟୁ

ନୋଏଡା .-  ଦିଲ୍ଲୀ ନିକଟସ୍ଥ ଉତ୍ତରପ୍ରଦେଶର ନୋଏଡାରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ ମହାଲାରୁ ପଡି ଜଣେ ଟେଲିଭିଜନ ଉପସ୍ଥାପିକାଙ୍କର ମୃତ୍ୟୁ ହୋଇଛି ।  ରାଧିକା କୌଶିକ ନାମକ ଏହି ଉପସ୍ଥାପିକା ଜୀ ନ୍ୟୁଜ…
Read More...