Browsing Tag

Boudh News

ଜିଲ୍ଲାସ୍ତରୀୟ ଯୋଗ ଅଲିମ୍ପିଆଡ ଉଦଘାଟିତ 

ବୌଦ୍ଧ : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ…
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରିଦର୍ଶନ

ବୌଦ୍ଧ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ଦିନିକିଆ ବୌଦ୍ଧଜିଲା ଗସ୍ତରେ  ଆସି ଜିଲାର ବହୁ ଚର୍ଚ୍ଚିତ ପର୍ଯ୍ୟଟନସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡା ଗୁମ୍ପା ଓ…
Read More...

ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା ପାଇଁ ପ୍ରସ୍ତୁତି ବୈଠକ 

ବୌଦ୍ଧ  : ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ,ଉଜ୍ଜଳା…
Read More...

ଅବକାରୀ ବିଭାଗ ଦ୍ୱାରା ୧୦୨ କିଲୋ ଗଂଜେଇ ଜବତ 

ବୌଦ୍ଧ  : ବୌଦ୍ଧ ଜିଲାରେ ଗଂଜେଇ ଚାଷ ଓ କାରବାର ଏକ ନିତିଦିନିଆ ଘଟଣା ହୋଇଛି। ଜିଲାରେ ପ୍ରତିଦିନ ଗଂଜେଇ ଚାଲାଣ ମାମଲାରେ ଅଭିଯୁକ୍ତମାନେ ପୁଲିସ ଓ ଅବକାରୀ ହାତରେ ଧରାପଡୁଛନ୍ତି। ତଥାପି ଜିଲାରୁ ଗଂଜେଇ ଚାଲାଣ ବନ୍ଦ…
Read More...

ଚୋରା ଚାଲାଣବେଳେ କେନ୍ଦୁପତ୍ର ଜବତ 

ବୌଦ୍ଧ : ବୌଦ୍ଧ ଜିଲାରେ କେନ୍ଦୁପତ୍ର ମାଫିଆ ସକ୍ରିୟ ହୋଇଥିବା ଜଣାପଡିଛି। ଜିଲାରେ ପ୍ରଥମଥର ପାଇଁ ଚୋରା ଚାଲାଣ ହେଉଥିବା ୪୨୪ କିଲୋଗ୍ରାମ କେନ୍ଦୁପତ୍ରକୁ ଜବତ କରିବାରେ ବୌଦ୍ଧ କେନ୍ଦୁପତ୍ର ବିଭାଗ ସଫଳ ହୋଇଛି। ସୂଚନା…
Read More...

ଦାନ୍ତ ପାଇଁ ଦନ୍ତା ଶିକାର

ବୌଦ୍ଧ  : ବୌଦ୍ଧ ଜିଲା ବନବିଭାଗ ବଘିଆପଡା ସେକସନର ଭୁର୍କିପଡା ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ମୃତଦେହ  ମଙ୍ଗଳବାର ଦିନ ବୌଦ୍ଧ ବନବିଭାଗ ପକ୍ଷରୁ ଠାବ କରାଯାଇଛି। ମିଳିଥିବା ସୂଚନା ମୁତାବକ ଭୁର୍କିପଡା ଜଙ୍ଗଲରେ ଏକ…
Read More...

ବିକାଶକୁ ମିଳିବ ନୂଆ ଗତି

ବୌଦ୍ଧ : ବୌଦ୍ଧ ଏନଏସି ପାଇଁ ସତେ ଯେପରି ନୂଆ ଯୁଗର ଆରମ୍ଭ ହୋଇଛି। ଦୁଇବର୍ଷ ହେଲା ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏନଏସିର ପ୍ରଶାସକ ଭାବରେ ଦାୟିତ୍ୱ ତୁଲାଇ ସହରର ବିକାଶକୁ ଗତିଶୀଳ କରିଥିଲେ। ପ୍ରକଳ୍ପର ବ୍ୟୟ ଅଟକଳ…
Read More...

ନବ ବିବାହିତାଙ୍କ ଆତ୍ମହତ୍ୟା ; ସ୍ୱାମୀ ଥାନାରେ ଅଟକ

ବୌଦ୍ଧ : ବୌଦ୍ଧ ରାଜପ୍ରାସାଦ ନିକଟରେ ଭଡାରେ ରହୁଥିବା ଜଣେ ନବବିବାହିତା ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ବୌଦ୍ଧ ବିଦ୍ୟୁତ ବିଭାଗରେ ମେଣ୍ଟେନାନସ ମେନେଜର ଭାବରେ କାର୍ଯ୍ୟ କରୁଥିବା…
Read More...

ଗଣପର୍ବ ରାମଲୀଳା ଅବସରରେ ପଲ୍ଳୀଶ୍ରୀ ଓ ପୁସ୍ତକ ମେଳାର ଦ୍ୱିତୀୟ ଦିବସ

ବୌଦ୍ଧ: ଗଡ଼ଜାତ ବୌଦ୍ଧର ଗଣପର୍ବ ରାମଲୀଳା ଉତ୍ସବ ଅବସରରେ ଆୟୋଜିତ ପଲ୍ଳିଶୀ ଓ ପୁସ୍ତକ ମେଳା ରବିବାର ଦିନ ଥିଲା ଦିତୀୟ ଦିବସ। ରାମଲୀଳା ଯାତ୍ରାକୁ ସରସ ଓ ସୁନ୍ଦର କରିବା ପାଇଁ ଆୟୋଜିତ ହେଉଛି ଏହି ପଲ୍ଳଶ୍ରୀ ମେଳା ଓ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ବୌଦ୍ଧ  : ଟାଉନ ହଲ, ବୌଦ୍ଧ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ କାର୍ୟ୍ୟାଦେଶ ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି  । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲାପାଳ…
Read More...