Browsing Tag

boudh

କୁମ୍ବିଂ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଏସଓଜି ଯବାନ ଗୁରୁତର

ବୌଦ୍ଧ: ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ । କଣ୍ଟାମାଳ ଥାନା ନାଲିକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୨ ରୁ ଅଧିକ ଏସଓଜି ଯବାନ ଗୁରୁତର ହୋଇଥିବା ସୂଚନା…
Read More...

ଆଜିଠୁ ବୌଦ୍ଧରେ ଧନୁଯାତ୍ରା, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବୌଦ୍ଧ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା। ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହଦ ନାଟ୍ୟକଳା ପରିଷଦ ପକ୍ଷରୁ ଦୀର୍ଘ ୧୭ବର୍ଷ ହେବ ବୌଦ୍ଧ ସହରରେ ଧନୁଯାତ୍ରା ହୋଇ…
Read More...

ବୌଦ୍ଧ ଜିଲାରେ ସୃଷ୍ଟି ହେବ ଚନ୍ଦନ ବନ – ପ୍ରସ୍ତାବିତ ନନ୍ଦନବନ ପ୍ରକଳ୍ପର ପ୍ରାଥମିକ କାର୍ଯ୍ୟ ଆରମ୍ଭ

ବୌଦ୍ଧ, : ବୌଦ୍ଧଜିଲାରେ ଦେଶର ସର୍ବବୃହତ ପରିବେଶ ପାର୍କ ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି । ଲୋକପ୍ରିୟ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମକ୍ରମେ ପ୍ରାୟ ୧୫ ଶହ ଏକର ଅଞ୍ଚଳରେ ହେବାକୁ ଥିବା ଏହି…
Read More...

ଭଲ ବ୍ୟବସାୟ ରାଜନୀତି! ପଞ୍ଚାୟତ ରାଜନୀତିରେ ପୁରା ପରିବାର

ବୌଦ୍ଧ : ବର୍ତ୍ତମାନ ସାରା ଜିଲାରେ ପଞ୍ଚାୟତ ନିର୍ବାଚନ ସରଗରମ। ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ନେତାମାନେ ଗାଁ ଗାଁରେ ଡେରା ପକାଇ ପ୍ରଚାରରେ ବ୍ୟସ୍ତ। ଜିଲାରେ ଦୀର୍ଘବର୍ଷ ହେବ…
Read More...

ସ୍ୱାମୀ ପରିତ୍ୟକ୍ତା ମହିଳା ଓ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ୱଧାରରେ ଛାଡିଲା ସଖୀ ୱାନ ଷ୍ଟପ ସେଣ୍ଟର ଟିମ

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଚାରିଛକ ଅବକାରୀ କାର୍ଯ୍ୟାଳୟ ନିକଟସ୍ଥ ବିଦେଶୀ ମଦ ଦୋକାନ ବାରଣ୍ଡାରେ ଦିନ କାଟୁଥିବା ସ୍ୱାମୀ ପରିତ୍ୟକ୍ତା ମହିଳା ଓ ତାଙ୍କର ୪ ବର୍ଷର ଶିଶୁ ପୁତ୍ରକୁ ବୌଦ୍ଧର ସଖୀ ୱାନ ଷ୍ଟପ…
Read More...

ନୟାଗଡ ସାମ୍ବାଦିକ ଆକ୍ରମଣ ଘଟଣାକୁ ଜିଲା ସାମ୍ବାଦିକ ସଂଘର ଦୃଢ ନିନ୍ଦା

ବୌଦ୍ଧ : ନୟାଗଡ ଜିଲାରେ ଦୁଇଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଅବକାରୀ ବିଭାଗର ଜଣେ ଅଧିକାରୀ ଦୁର୍ବ୍ୟବହାର ଓ ମାଡମାରିବା ଘଟଣାରେ ରାଜ୍ୟସାରା ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି। ଉତ୍କଳ…
Read More...

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଅକାଳ ବିୟୋଗରେ ଜିଲା ସାମ୍ବାଦିକ ସଂଘର ଶୋକସଭା

ବୌଦ୍ଧ : ରାଜ୍ୟର ବରିଷ୍ଠ ସାମ୍ବାଦିକ ଜୀମୂତ ବାହନ ମଙ୍ଗରାଜ ଗତକାଲି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ରାଜ୍ୟ ତମାମ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି। ବୌଦ୍ଧ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ…
Read More...

ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ୫୯୪୩୯ ହେକ୍ଟର ଚାଷ ଜମିରେ ହେବ ଖରିଫ ଧାନ ଚାଷ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି। ଶିଳ୍ପ ବିହିନ ବୌଦ୍ଧ ଜିଲ୍ଲାରେ ଚାଷୀ ଧାନ ସହିତ ବିଭିନ୍ନ ଡାଲି ଜାତୀୟ ଓ…
Read More...

ଟିକାକରଣକୁ ନେଇ ଜୋର ଧରିଲା ରାଜନୀତି: ଟିକାକରଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନକୁ ନେଇ ପ୍ରତିବାଦ କଲା ବିଜେଡି

ବୌଦ୍ଧ : ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ସେତେ ବଢିବାରେ ଲାଗିଛି। ବିଶେଷ ଭାବରେ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ପ୍ରତିଦ୍ୱନ୍ଦିତା ବଢିବା ସହିତ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତକୁ ଧରି ପୁଲିସ ଜିମା ଦେଲେ ଗ୍ରାମବାସୀ

ବୌଦ୍ଧ : ବୌଦ୍ଧ ଜିଲା ଆମ୍ଭଝରୀ ପଞ୍ଚାତୟର ବଏଲବେଡା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏକ ଜଘଣ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଗ୍ରାମର ବୀର ମନହୀରା(୭୦) ଓ ଗ୍ରାମର ପୂଜକ ଗୁଡୁ…
Read More...