Browsing Tag

bhubaneswar news

ରାଜଧାନୀ ରାଜଭବନର ପେଟ୍ରୋଲପମ୍ପ ଅଞ୍ଚଳ ବିପଦମୁକ୍ତ; ଟ୍ୱିଟ ଯୋଗେ ଅଗ୍ନିଶମ ଡ଼ିଜିଙ୍କ ସୂଚନା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ରାଜଭବନ ପେଟ୍ରୋଲପମ୍ପ ଅଞ୍ଚଳ ବିପଦମୁକ୍ତ। ଏନେଇ ଟ୍ୱିଟ ଯୋଗେ ଅଗ୍ନିଶମ ଡ଼ିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଗତକାଲିର ବିସ୍ଫୋରଣ ପରେ ଟ୍ୟାଙ୍କରରୁ ଗ୍ୟାସ ବାହାର…
Read More...

ବିଧାନସଭା ପରିସରରେ କରୋନା ଟେଷ୍ଟ ଆରମ୍ଭ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ଆଜି ପ୍ରାୟ ସକାଳ ୮ଟାରେ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କରୋନା ଟେଷ୍ଟ ଆରମ୍ଭ ହୋଇଛି। ଏଥିପାଇଁ ବିଧାନସଭା ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଜି ଠାରୁ ୩…
Read More...

ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ବିଧାନସଭା ଅଧିବେଶନ ପୂର୍ବରୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ଅର୍ଥମନ୍ତ୍ରୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ସାମିଲ…
Read More...

ରାଜଧାନୀରେ ୨୮୩୩ ଜଣ କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ

ଭୁବନେଶ୍ୱର : କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କମିଶନରେଟ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଟ୍ୱିନ ସିଟିରେ କୋଭିଡ଼ ପରିଚାଳନାରେ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ନିୟମକୁ…
Read More...

ଜାତୀୟ ଅନଲାଇନ ସାଇ କୁଇଜ ପ୍ରତିଯୋଗିତା

ଭୁବନେଶ୍ୱର : କରୋନା କଟକଣା ଯୋଗୁ ଘରେ ଗୃହବନ୍ଦୀ ଅବସ୍ଥାରେ ରହିଥିବା ପିଲାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବାପାଇଁ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ବସନ୍ତପୁର, ଭୁବନେଶ୍ୱର ଓ ବେବି ବିଙ୍ଗୋ…
Read More...

ଶୋଇଥିବା ଅବସ୍ଥାରେ ମଶାରି ଭିତରେ ପଶିଲା ସାପ ; ରକ୍ଷା ପାଇଲେ ୨ ଶ୍ରମିକ

ଭୁବନେଶ୍ୱର : କଥାରେ ଅଛି ରଖେ ହରି ମାରେ କିଏ। ଏଭଳି ଏକ ଘଟଣା ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକ ନିକଟରେ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ଉତ୍ତରାଛକ ନିକଟସ୍ଥ ଶଙ୍କର ମୁଦୁଲିଙ୍କ ଫାର୍ମ ହାଉସରେ ଗତକାଲି କିଛି ନିର୍ମାଣ…
Read More...

ଅବକାରୀ ବିଭାଗ ଚଢାଉ; ଦେଶୀ ଓ ବିଦେଶୀ ମଦ ଜବତ, ୧ ଗିରଫ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ରୁଚିକା ମାର୍କେଟ ନିକଟରେ ଅବକାରୀ ବିଭାଗ ଚଢାଉ କରିଥିବା ମଙ୍ଗଳବାର ଜଣାପଡ଼ିଛି। ଚଢାଉ ସମୟରେ ଏକ ଅପନ୍ତରା ସ୍ଥାନରୁ ବ୍ୟାପକ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ସମ୍ପୃକ୍ତ…
Read More...

ଶ୍ରୀବିହାର ଅଂଚଳରେ ହେଉଥିବା ବିଲଡ଼ିଂ କାମକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀବିହାର ଅଂଚଳରେ ହେଉଥିବା ଏକ ବିଲଡ଼ିଂ କାମକୁ ଶନିବାର ବିଏମସି ବନ୍ଦ କରିଥିବା ଜଣାପଡ଼ିଛି।ବାହାର ରାଜ୍ୟରୁ ଆସିଥିବା ଶ୍ରମିକମାନେ ଏହି ବିଲଡ଼ିଂ କାମ କରୁଥିବାରୁ ବନ୍ଦ କରାଯାଇଛି।…
Read More...

ବିପର୍ଯ୍ୟୟ ପରିଚାଳନାରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଜରୁରୀ – ମୁଖ୍ୟମନ୍ତ୍ରୀ

https://youtu.be/cZBErYO9MSk ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ଗୁରୁତ୍ବ ଦେଇଛନ୍ତି। ଆଜି ଲୋକସେବା ଭବନରେ ଅନୁଷ୍ଠିତ…
Read More...

ମାନିଲେନି ସାମାଜିକ ଦୂରତା, ପିସିସି ସଭାପତିଙ୍କ ସମେତ ୭ ଜଣଙ୍କୁ ୫ ଶହ ଟଙ୍କା ଲେଖାଏଁ ଜରିମାନା

ଭୁବୁନେଶ୍ୱର : ଓଡ଼ିଶାରେ କରୋନା ପାଇଁ ଲକଡ଼ାଉନ ଓ ସଟଡ଼ାଉନ ନିୟମ ପାଳନ କରାଯାଉଥିବା ବେଳେ ଏହି ସଂକ୍ରମଣରୁ ରକ୍ଷା ପାଇବାକୁ ସଭିଁଙ୍କୁ ସାମାଜିକ ଦୂରତା ପାଳନ ସହ ମାସ୍ମ ପିନ୍ଧିବା ହାତ ଧୋଇବାକୁ କୁହାଯାଉଛି। କରୋନା…
Read More...