Browsing Tag

bhanjanagar

ସାମାନ୍ୟ ଟାହି ଟାପରାକୁ ନେଇ ୧୦ମ ଶ୍ରେଣୀର ଛାତ୍ର ଅନ୍ୟ ଏକ ଛାତ୍ରକୁ ଛୁରୀ ଭୂଷିଲା

ଭଂଜନଗର: ଯେଉଁ ହାତରେ କଳମ ଧରିବା କଥା ସେହି ହାତରେ ଛୁରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ। ଏହି ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଜନୈକ ଏକ…
Read More...

ରାସ୍ତା କଡରେ ଗଦା ହୋଇଥିବା ଧାନ ଫସଲକୁ ହାତୀ କବଳରୁ ରକ୍ଷା କରିବା ପାଇଁ ୨ ଗ୍ରାମବାସୀଙ୍କ ପଇଁତରା

ଭଂଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳରେ ପ୍ରାୟ ୧୮ ପଟ ହାତୀ ଗାଁ ମୁହାଁ ହୋଇଥିବାର ଜଣାପଡିଛି। ହାତୀପଲ ମହାଗୁଡା, ଡାଂଗୁଆପଲ୍ଲି ପ୍ରଭୃତି ଜଙ୍ଗଲାଞ୍ଚଳ ଗ୍ରାମମାନଙ୍କର ଧାନ କ୍ଷେତରେ ପଶି ଧାନ…
Read More...

ଗଞ୍ଜେଇ ସହ ୨ ଗାଡ଼ି ଜବତ, ୫ ଗିରଫ

ଭଞ୍ଜନଗର: ଖୋଦ୍‍ କନ୍ଧମାଳ ଜିଲ୍ଲା ଚୋରା ଗଞ୍ଜେଇ ଚାଷର ଭୂସର୍ଗ ପାଲଟିଛି। ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରକୁ ବିଭିନ୍ନ ରାସ୍ତାରେ ବିପୁଳ ପରିମାଣରେ ଗଞ୍ଜେଇ ଚୋରାରେ ଚାଲାଣ ହୋଇ ପୁଲିସ୍‍ ଓ ଅବକାରୀ ବିଭାଗର ଆଖିରୁ ନିଦ…
Read More...

କାର ଓ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୪ମହିଳାଙ୍କ ସମେତ ୬ ଆହତ, ଗାଡି ଚୁରମାର 

ଭଞ୍ଜନଗର: ଭଞ୍ଜନଗର ସହର କଲେଜ ରାସ୍ତାର କୁକୁଡା ଫାର୍ମ ନିକଟରେ ଗୋଟିଏ ଇଣ୍ଡିଗୋ କାର ଓ ମାରୁତି ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଉଭୟ ଗାଡିର ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର…
Read More...

୨ ଜୁଆ ଆଡ୍ଡା ଉପରେ ଚଢାଉ, ୧୧ ଗିରଫ 

ଭଞ୍ଜନଗର: ନିକଟସ୍ଥ ତୁଳସୀପଲ୍ଲି ଗ୍ରାମଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ମଙ୍ଗଳବାର ପୁଲିସ୍‍ ଚଢାଉ କରି ୬ ଜଣଙ୍କୁ ଗିରଫ କରିବା ସହ ୨ ଟି ମୋବାଇଲ ଫୋନ୍‍ ଏବଂ ୧୮,୬୦୦ ଟଙ୍କା ଜବତ କରିଛି। ସେହିପରି ଗାଙ୍ଗପୁର…
Read More...

କୁଲାଡ ମା’ ବାଗଦେବୀ ମନ୍ଦିରରୁ ଦାନ ହୁଣ୍ଡି ଲୁଟ୍‍ ଘଟଣା; ମନ୍ଦିର ପୂଜକ ସହ ଲୁଟେରା ଗିରଫ

ଭଞ୍ଜନଗର: ଐତିହାସିକ କୁଲାଡ ମା’ ବାଗଦେବୀ ମନ୍ଦିରର ଦାନ ହୁଣ୍ଡିି ଚୋରୀ ଘଟଣାରେ କୁଲାଡର ରଂଜନ କୁମାର ମହାରଣାଙ୍କ ସହ ମନ୍ଦିରର ପୂଜକ ଓଁମ୍‍ ପ୍ରକାଶ ପାଢୀଙ୍କୁ ପୁଲିସ୍‍ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟ…
Read More...

ଡକାୟତି ମାମଲାରେ ଜଡିତ ରହି ଫେରାର ଥିବା ଅଭିଯୁକ୍ତ ଏନ୍‍ବିଡବ୍ଲ୍ୟୁ ବଳରେ ଗିରଫ

ଭଞ୍ଜନଗର: ଏକ ଡକାୟତି ମାମଲରେ ଜଡିତ ରହି ନିଜକୁ ଏକ ଗଣମାଧ୍ୟମର ପ୍ରତିନଧି ପରିଚୟ ଦେଇ ପୁଲିସ୍‍କୁ ଭୁଆଁ ବୁଲାଇ ଆସୁଥିବା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ବୀରେନ୍ଦ୍ର ନାଇକକୁ ପୁଲିସ୍‍ ଗିରଫ କରିଛି।…
Read More...

୫ ବର୍ଷ ତଳର ଢିମିରିଝୋଳି ଜଙ୍ଗଲ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ- ହତ୍ୟାକାରୀ ସ୍ୱାମୀ ଗିରଫ

ଭଞ୍ଜନଗର: ୨୦୧୫ରେ ତାରସିଂ ଥାନା ଅନ୍ତର୍ଗତ ଢିମିରିଝୋଳି ଜଙ୍ଗଲରେ ଘଟିଥିବା ହତ୍ୟାକାଣ୍ଡର ମୁ୍‍ଖ୍ୟ ଅଭିଯୁକ୍ତକୁ ପୁଲିସ୍‍ ଗିରଫ କରିଛି। କେସ୍‍ ନଂ ୧୭୯/୨୦ ଓ ଧାରା ୩୦୨ ଓ ୨୦୧ ଅନୁଯାୟୀ ଗିରଫ କରି ଭଞ୍ଜନଗର କୋର୍ଟକୁ…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଜଣେ ମୃତ, ୩ ଗୁରୁତର

ଭଂଜନଗର: ଭଂଜନଗର ଥାନା ଅନ୍ତର୍ଗତ ଦଦରାଲୁଣ୍ଡା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ବୋମା ମାଡ ହୋଇଛି। ଏଥିରେ କୃଷ୍ଣ ଗୌଡ ନାମକ ଜଣେ ଯୁବକଙ୍କ ମୃତ ଘଟିଛି। ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୪/୫ ଜଣ…
Read More...

କୋଭିଡ଼-୧୯ ଲଢ଼େଇରେ ଗଲା କରୋନା ଯୋଦ୍ଧା ପୁଲିସ ଏଏସ୍ଆଇଙ୍କ ଜୀବନ

ଭଞ୍ଜନଗର: ତାରସିଂ ଥାନାର ଏଏସ୍‍ଆଇ ଶିବରାମ ଦାସଙ୍କ ଭଂଜନଗର କୋଭିଡ୍‍ କେୟାର କେନ୍ଦ୍ରରେ ମୃତ ଘଟିଛି। ସୋମବାର ଅପରାହ୍ନ ୫ଟା ୪୦ ମିନଟ ସମୟରେ ଏହି କରୋନା ଯୋଦ୍ଧାଙ୍କର ଏଠାରେ ମୃତ୍ୟୁ ଘଟିଥିବା କଥା ମେଡିକାଲ…
Read More...