Browsing Tag

Berhampur

ଶତାଧିକ ଚାରା ରୋପଣ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ ଓ ବ୍ରହ୍ମପୁର ଭଜୋରାମ ବିହାର ଉନ୍ନୟନ ପରିଷଦ ତରଫରୁ ୭୨ତମ ବନ ମହୋତ୍ସବ ରବିବାର ପାଳନ କରାଯାଇଛି । ଭଜୋରାମ ବିହାର ରାସ୍ତା ପାଶ୍ବରେ ଶତାଧିକ ଚାରା ରୋପଣ କାର୍ଯ୍ୟକ୍ରମ…
Read More...

ଗୁଣିଗାରେଡି ସନ୍ଦେହରେ ହତ୍ୟା ପରେ ଗାଁରୁ ବିତାଡିତ ପରିବାରର ଡିଆଇଜିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର: ଗଂଜାମ ଜିଲା ସୋରଡା ବ୍ଳକ୍ ବଡଗଡ ଥାନା ଅନ୍ତର୍ଗତ ସିଦ୍ଧପୁର ପଞ୍ଚାୟତର ଡିମିରିପଙ୍କାଳ ଗ୍ରାମରେ ଗତ ମାର୍ଚ୍ଚ ୩୦ ତାରିଖରେ ଗୁଣିଗାରେଡି ସନ୍ଦେହରେ ଜଣେ ୭୫ ବର୍ଷୀୟ ବୃଦ୍ଧ ଧରମା ନାଇକଙ୍କୁ ପଥର ଛେଚି…
Read More...

ଏମକେସିଜି ମେଡିକାଲରେ ବିରଳ ଶିଶୁ ଜନ୍ମ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ହୋଇଛି ଏକ ବିରଳ ଶିଶୁ। ଶିଶୁଟି ଗତ କାଲି ରାତି ୨ ଟା ବେଳେ ଜନ୍ମ ହୋଇଥିବା ବେଳେ ତାକୁ ଆଇସିୟୁ ଭିତରେ ରଖି ଚିକିତ୍ସା କରାଯାଉଛି। ତେବେ ଶିଶୁର ଶରୀରଟି…
Read More...

ଟ୍ରେନ ଭିତରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର, କରୋନାରେ ମୃତ୍ୟୁ ଆଶଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ମଙ୍ଗଳବାର ଭୋର ସମୟରେ ଅହମ୍ମଦବାଦ-ପୁରୀ ଟ୍ରେନରୁ ଜଣେ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବୋଲି ପ୍ରାଥମିକ…
Read More...

ଲାଞ୍ଚ ନେଇ ଫସିଲେ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ

ବ୍ରହ୍ମପୁର: କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କର ପୁରୁଣା ଜମି ନଥିପତ୍ର ଯୋଗାଇଦେବା ପାଇଁ…
Read More...

ଭିଜିଲାନ୍ସ ଜାଲରେ ଏସଡିଭିଓ କାର୍ଯ୍ୟାଳୟର ବରିଷ୍ଠ ସହାୟକ

ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ(ଏସଡିଭିଓ)ଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ମାନସ ରଞ୍ଜନ ଦାସ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ…
Read More...

ବିଧବା ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମ ନିକଟ ବିଲରୁ ସୋମବାର ଜଣେ ବିଧବା ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମହିଳାଜଣକ ସେହି ଗ୍ରାମର ସୁଷମା ବିଶୋଇ ବୋଲି ଜଣାପଡ଼ିଛି। କିଛି ବର୍ଷ ତଳେ ତାଙ୍କ…
Read More...

ବୁଢ଼ୀ ଠାକୁରାଣୀ ମନ୍ଦିର ଉନ୍ନତିକରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି

ବ୍ରହ୍ମପୁର: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ଉନ୍ନତିକରଣ ସହ ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି କରିଛି ଭାରତୀୟ ଜନତା ପାର୍ଟି। ବୁଧବାର ଏନେଇ ଦଳ ତରଫରୁ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ…
Read More...

ଟିକା ନେଲେ ବ୍ରହ୍ମପୁର ସାଂସଦ

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବୁଧବାର କୋଭିଡ୍‌ ଟିକା ନେଇଛନ୍ତି। ଗୁଡ୍‌ସସେଡ୍‌ ରୋଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଟିକା ଗ୍ରହଣ କରିଛନ୍ତି। ବିନା ଭୟ ଏବଂ ଦ୍ବନ୍ଦ୍ବରେ…
Read More...

ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଧାରଣା

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ବୁଧବାର ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଏଦିଗରେ…
Read More...