Browsing Tag

berhampur news

ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ସୁବର୍ଣ୍ଣ ଜୟନ୍ତୀ

ବ୍ରହ୍ମପୁର: ନିଖିଳ ଓଡିଶା ଆଇନଜୀବୀ ସଙ୍ଘର ୫୦ତମ ବାର୍ଷିକ ସମ୍ମିଳନୀ ବ୍ରହ୍ମପୁର ସ୍ଥିତ ଇଂଜିନିୟରିଂ ସ୍କୁଲ ଖେଳ ପଡିଆରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଓକିଲ ସଂଘ ସହଯୋଗରେ ଆୟୋଜିତ ଏହି ସୁବର୍ଣ୍ଣ ଜୟନ୍ତୀ…
Read More...

ସରକାରୀ ଇଂଜିନିୟରିଂ ସ୍କୁଲ କୋଠା ଭୁଶୁଡ଼ିଲା

ବ୍ରହ୍ମପୁର: ଉମା ଚରଣ ପଟନାୟକ ଇଂଜିନିୟରିଂ ସ୍କୁଲ କୋଠା ଭୁଶୁଡି ପଡିଛି । ଏହି ଶିକ୍ଷାନୁଷ୍ଠାନର ମେକାନିକାଲ ବିଭାଗ ଲାବ୍ରୋଟାରୀ ଓ କରିଡର ଭୁଶୁଡି ପଡିଛି । ଗତ ରାତିରେ ଏହି ଘଟଣା ଘଟିଥିବାରୁ କେହି ଆହତ…
Read More...

ବିଷମକଟକ ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ

ବ୍ରହ୍ମପୁର : ଦୈନିକ ଖବର କାଗଜ ‘ସମାଜ’ର ବିଷମକଟକ ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୫୪ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ…
Read More...

ସୁମିତ-ଡିମ୍ପଲଙ୍କ ବିବାହରେ ନୂଆ ମୋଡ

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗରର ସୁମିତ-ଡିମ୍ପଲଙ୍କ ବିବାହରେ ନୂଆ ମୋଡ। ବିବାହକୁ ନେଇ ଡିମ୍ପଲ ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ୭ ଦିନ ଏକାଠି ରହିବାକୁ କୁହାଯାଇଥିଲା। ୨ୟ ପର୍ଯ୍ୟାୟରେ…
Read More...

ଲାଲା ଲଜପତଙ୍କ ବଳିଦାନ ଦିବସରେ ଲୋକସେବକ ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର

ବ୍ରହ୍ମପୁର: ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ୯୩ତମ ବଳିଦାନ ଦିବସରେ ଲୋକସେବକ ମଣ୍ଡଳ ବ୍ରହ୍ମପୁର ଶାଖା ପକ୍ଷରୁ ଧର୍ମନଗର ସ୍ଥିତ ରୋଟାରୀ କମ୍ୟୁନିଟି କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଆଇପିଏଲ ଅନଲାଇନ ବେଟିଂ : ୮ ଗିରଫ

ବ୍ରହ୍ମପୁର: ଆଇପିଏଲ ଅନଲାଇନ ବେଟିଂରେ ଲିପ୍ତ ବ୍ରହ୍ମପୁରର ୮ ଜଣ ଯୁବକଙ୍କୁ ବୈଦ୍ୟନାଥ ପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ନଗଦ ୮ ଲକ୍ଷ ୩୬ ହଜାର ୨୦୦ ଟଙ୍କା ଜବତ କରାଯାଇଛି । ଲାଞ୍ଜିପଲ୍ଲୀ…
Read More...

ଜେଲ ଡିଜିଙ୍କ ବ୍ରହ୍ମପୁର ଗସ୍ତ

ବ୍ରହ୍ମପୁର: ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଶନିବାର ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି । କାରାଗାରରେ ଆଜିଠାରୁ ନୂତନ ସାକ୍ଷାତ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ପୂର୍ବରୁ ପ୍ରଚଳିତ ତାର ଜାଲି ବଦଳରେ…
Read More...

ପାଟିରେ ୨୬୫ ତାସ ଧରି ଲିମକା ବୁକରେ ସ୍ଥାନ ପାଇଲେ ମନୋଜ

ବ୍ରହ୍ମପୁର: ଲିମକା ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ଗଂଜାମ ଜିଲ୍ଲା ଭାବରଡ଼ା ଗ୍ରାମର ଯୁବକ ମନୋଜ କୁମାର ମହାରଣା । ମନୋଜ ନିଜ ପାଟିରେ ୨୫୬ ଟି ତାସ ରଖି ତାକୁ ୧ ମିନଟ ଯାଏଁ ଧାରଣ କରିଥିଲେ । ୨୦୧୮ରେ ମନୋଜ…
Read More...

ବ୍ରହ୍ମପୁର ଗସ୍ତରେ ହାଇକୋର୍ଟ ମୁଖ୍ୟ ବିଚାରପତି

ବ୍ରହ୍ମପୁର: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଓକିଲଙ୍କ ପାଇଁ ଆୟୋଜିତ ଇ-ସର୍ଭିସ ପ୍ରଶିକ୍ଷଣ କାଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ…
Read More...

ବିଦ୍ୟୁତ ଖୁଣ୍ଟ ପଡି ଭାଙ୍ଗିଲା ଘର ଓ ଗାଡି

ବ୍ରହ୍ମପୁର: ପୁରୁଣା ବ୍ରହ୍ମପୁର, ମେଣ୍ଟୁଛକ ନିକଟ ନୀଳକଣ୍ଠନଗର ସାହିରେ ଆଜି ସକାଳୁ ହଠାତ ଦୁଇଟି ବିଦ୍ୟୁତ ଖୁଣ୍ଟ ମୂଳରୁ ଭାଙ୍ଗି ରାସ୍ତାରେ ପଡି ଯାଇଛି । ଖୁଣ୍ଟ ଦୁଇଟି ତଳେ ପଡିବା ଯୋଗୁ ସେହି ଅଂଚଳରେ ବିଦ୍ୟୁତ…
Read More...