Browsing Tag

begunia

ବେଗୁନିଆରେ ବିଦ୍ୟୁତ କାଟକୁ ନେଇ ଜନ ଅସନ୍ତୋଷ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଦ୍ୟୁତ ଉପଖଣ୍ଡରେ ଏବେ ନୀତିଦିନ ବିନା ସୂଚନାରେ ବାରମ୍ବାର ବିଦ୍ୟୁତ କାଟ ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । କୌଣସି ପୂର୍ବ ସୂଚନା ନଥାଇ ପ୍ରତିଦିନ ସକାଳୁ ସନ୍ଧ୍ୟା…
Read More...

ପ୍ରଶାସନର ଆଇନ ଆଢୁଆଳରେ ଜବରଦଖଲକାରୀଙ୍କ ଗୁଣ୍ଡାଗିରି, ଆରଆଇ ଅଫିସ ପାଚେରୀ ଭାଙ୍ଗିଲେ

ବେଗୁନିଆ: ବେଗୁନିଆ ତହସିଲ ଅଧିନସ୍ଥ ସିକୋ ଆର ଆଇ ସର୍କଲର ସିକୋ ଗ୍ରାମର ଜବରଦଖଲକାରୀଙ୍କୁ ନେଇ ଚିନ୍ତାରେ ଗ୍ରାମବାସୀ। ପ୍ରଶାସନର ଆଇନ ଆଢୁଆଳରେ ରହି ଜବରଦଖଲକାରୀମାନେ ସରକାରୀ ଜମି ଜବରଦଖଲ କରୁଥିବା ଯୋଗୁଁ ନିରୀହ…
Read More...

ହେଲମେଟ ଚେକିଂ, ୧୮ ହଜାର ଟଙ୍କା ଜରିମାନା ଆଦାୟ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର କଣ୍ଟାମଲ୍ଲିମ ରାସ୍ତାରେ ଗତକାଲି ସନ୍ଧ୍ୟାରେ ବାଘମାରୀ ପୁଲିସ ହେଲମେଟ ଚେକିଂ କରି ୧୮ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏହାସହ ୩ଜଣ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ୩ମାସ…
Read More...

ବେଗୁନିଆରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆରେ ଅବସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ୪ ଦିନ ବ୍ୟାପୀ ଦ୍ୱିତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବାସୀଙ୍କ କଲ୍ୟାଣ ଏବଂ…
Read More...

ଧାନ ମଣ୍ଡିରେ ଅନିୟମିତତା ଓ ଅବ୍ୟବସ୍ଥା ଅଭିଯୋଗ

ବେଗୁନିଆ: ବେଗୁନିଆ ବ୍ଲକରେ ସରକାର ଚାଷୀମାନଙ୍କ ପାଇଁ ଖୋଲିଥିବା ବିଭିନ୍ନ ଧାନ ମଣ୍ଡିରେ ନାନାଦି ଅନିୟମିତତା ଓ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ଫଳରେ ସରକାରଙ୍କର ଏହି ଯୋଜନା ଏଠାରେ ଏକ ପ୍ରକାର ପ୍ରହସନରେ ପରିଣତ…
Read More...

ବିନା ଅନୁମତିରେ ଚାଲିଥିଲା ଯାତ୍ରା, ବନ୍ଦ କଲା ଜିଲା ପ୍ରଶାସନ

ବେଗୁନିଆ: କରୋନା ଭୟାବହତା ପୁଣି ବୃଦ୍ଧି ପାଉଥିବା ବେଳେ ଶତାଧିକ ଦର୍ଶକଙ୍କୁ ନେଇ ବିନା ଅନୁମତିରେ ଚାଲିଥିଲା ଯାତ୍ରା, ଯାହାକୁ ବନ୍ଦ କରିଛି ଜିଲା ପ୍ରଶାସନ। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ବେଗୁନିଆରେ। ଶନିବାର…
Read More...

ବେଗୁନିଆରେ ଅବକାରୀ ବିଭାଗର ଚଢ଼ାଉ: ୩୯୦ ଲିଟର ମଦ ଜବତ, ୫ ଗିରଫ

ବେଗୁନିଆ: ବେଗୁନିଆ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦର ଅବାଧ ବିକ୍ରି ଓ ପ୍ରସ୍ତୁତି କାରଖାନା ଦେଖିବାକୁ ମିଳୁଛି । ପୋଲିସର ଜ୍ଞାତ ସାରରେ ଦେଶୀ ମଦ କାରଖାନା ଚାଲୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ଆଜି…
Read More...

ତେଜରାତି ଦୋକାନ ଜଳିଗଲା

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ବଜାରରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ତେଜରାତି ଦୋକାନରେ ନିଆଁ ଲାଗି ବହୁ ରାସନ ସାମଗ୍ରୀ ପୋଡି ଯାଇଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଶ୍ରୀ…
Read More...

ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ମଧ୍ୟ ମିଳୁନି ବିଧବା ଭତ୍ତା

ବେଗୁନିଆ : ବ୍ଲକ ପ୍ରଶାସନର ନିଷ୍କ୍ରିୟତା ଏବଂ ଖାମଖିଆଲି ମନୋଭାବ ଯୋଗୁଁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବାର ଦୁଇ ବର୍ଷ ପରେ ମଧ୍ୟ ତାଙ୍କର ବିଧବା ପତ୍ନୀ ବିଧବା ଭତ୍ତା ନ ପାଇବା ନିଶ୍ଚୟ ପରିତାପର ବିଷୟ। ଫଳରେ…
Read More...

ତହସିଲଦାରଙ୍କ ଦ୍ଵାରା ୨ଟି ପ୍ରୋକଲିନ ଏବଂ ୨ଟି ହାଇୱା ଜବତ 

ବେଗୁନିଆ : ବେଗୁନିଆ ତହସିଲ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ଥିବା ସରକାରୀ ଜମିରୁ ମାଫିଆମାନେ ମାଙ୍କଡ଼ା ପଥର ସହିତ ମୋରମ ଚୋରା ଚାଲାଣ କରୁଥିବା ଜଣାଯାଇଛି। ଆଜି ସକାଳେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଗୋବିନ୍ଦପୁର ଏବଂ…
Read More...