ତିନି ଦିନିଆ ସମ୍ବଲପୁର ବନ୍ଦ ଡାକରା
ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବିରେ ପୁଣି ଆନ୍ଦୋଳନ ଜୋର ଧରିଛି। ଆଜି ଠାରୁ ତିନି ଦିନ ସମ୍ବଲପୁରରେ ବନ୍ଦ ଡାକରା ଦିଆଯାଇଛି। ଦୁଇଟି ସଂଗଠନ ପକ୍ଷରୁ ଏହି ବନ୍ଦ ଡକାରା ଦିଆଯାଇଛି।…
Read More...
Read More...