Browsing Tag

baleswar news

କରୋନା ନେଲା ଡାକ ଅଧିକାରୀଙ୍କ ଜୀବନ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ଡାକ ବିଭାଗ ଡାକ ଅଧିକାରୀ ମନୋଜ ମହାନ୍ତି (୩୯)ଙ୍କ କରୋନାରେ ଦେହାନ୍ତ ହୋଇ ଯାଇଛି। କିଛିଦିନ ହେବ ସେ ସଂକ୍ରମିତ ହୋଇ ଗୃହ ସଂଘରୋଧ ରେ ରହୁଥିଲେ। ଶନିବାର ତାଙ୍କ ଦେହ…
Read More...

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବାଲେଶ୍ଵର: ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁବାର…
Read More...

ଥାନାରେ ପଶି ଅଭିଯୋଗକାରୀଙ୍କୁ ମାରଣାସ୍ତ୍ରରେ ଦୁର୍ବୃତ୍ତଙ୍କ ଆକ୍ରମଣ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଥାନା ଭିତରେ ଅଭିଯୋଗକାରୀଙ୍କୁ ଆକ୍ରମଣ ହୋଇଥିବା ନେଇ ବୁଧବାର ଜଣାପଡିଛି। ମାରଣାସ୍ତ୍ରରେ ୨ ଜଣଙ୍କୁ ହାଣି ଆକ୍ରମଣକାରୀ ରକ୍ତାକ୍ତ କରିଥିବା ନେଇ ଅଭିଯୋଗ ହୋଇଛି। ଉଭୟଙ୍କୁ…
Read More...

ଗହଣା ବ୍ୟବସାୟୀ ନିଖୋଜ

ବାଲେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ବେଲଦା ଛକର ଜଣେ ଗହଣା ବ୍ୟବସାୟୀ ନିଖୋଜ ଥିବା ନେଇ ଶୁକ୍ରବାର ଖବର ମିଳିଛି। ବ୍ୟବସାୟୀ ଜଣଙ୍କ ଗତକାଲି ଠାରୁ ନିଖୋଜ ଅଛନ୍ତି ବୋଲି ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଛନ୍ତି।…
Read More...

ଶନିମନ୍ଦିରରୁ ସୁନାରୁପା ଅଳଙ୍କାର ଲୁଟ ନେଇ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଖଡିପଦା ଗାଁରେ ଥିବା ଶନିମନ୍ଦିରରୁ ସୁନାରୁପା ଅଳଙ୍କାର ଲୁଟ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ଗତକାଲି ସନ୍ଧ୍ୟାରେ ଆଳତୀ ପରେ ପୂଜକ ମନ୍ଦିରରେ ତାଲା ପକାଇ…
Read More...

ପିକଅପ ଭ୍ୟାନ ସହ ଧକ୍କା ପରେ ଓଲଟିଲା ଗୋରୁ ବୋଝେଇ ଟ୍ରକ ; ୩ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଜଲେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ବସ୍ତାରେ ଗୁରୁବାର ଗୋରୁ ବୋଝେଇ ଟ୍ରକ-ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକଅପ ଭ୍ୟାନ ସହ ଧକ୍କା ପରେ ଗୋରୁ ବୋଝେଇ ଟ୍ରକ ଓଲଟି…
Read More...

ସୋରରେ ବରଯାତ୍ରୀ କାର ସହ ବାଇକ ଧକ୍କା ; ୧ ମୃତ , ୨ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସୋରରେ ଆଜି ଭୋର ୪ଟା ସମୟରେ ବରଯାତ୍ରୀ ଗାଡି ସହ ବାଇକ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ରତ୍ନାକର ଦାସ (୩୦)।  ଅନ୍ୟ ୨  ଗୁରୁତର ଅକ୍ଷୟ…
Read More...

ବାଇକ ଦୁର୍ଘଟଣାଗ୍ରସ୍ତ ; ପୋଲ ତକଳୁ ଖସି ୨ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପାଗନଇ ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲି ଯାଇଛି। ଉଭୟ ଏକ ବାଇକରେ ଯାଉଥିବା ସମୟରେ ଦୁର୍ଘଟଣା ଘଟି ପୋଲ ତଳକୁ ୨ ଜଣ ଖସି ପଡ଼ିବା ଦ୍ୱାରା…
Read More...

ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଯୁବକ ଗୁରୁତର ; ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ବର : ବାଲେଶ୍ବର ସୋର ଥାନା ବାଗୁଡି ଛକ ନିକଟରେ ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଶୁକ୍ରବାର ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟଲୋକେ ରାସ୍ତା ଅବରୋଧ କରିବା ସହ ଖବର ପାଇ ପୁଲିସ…
Read More...

ମଦ ପାଇଁ ବାପାର ଜୀବନ ନେଲା ପୁଅ

ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଗଡଜାମକୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଖବର ମିଳିଛି। ବାପା ପୁଅକୁ ମଦ ପିଇବାକୁ ବିରୋଧ କରିବାରୁ ପୁଅ ମାଡରେ ବାପାର ମୃତ୍ୟୁ ହୋଇଛି। ମୃତକ…
Read More...