Browsing Tag

Balasore

ହାତୀ ଦାନ୍ତ ଜବତ, ୫ ଅଟକ

ବାଲେଶ୍ବର: ହାତୀ ଦାନ୍ତ ଚୋରି ରାକେଟରେ ଖଇରା ଓ ଔପଦା ଲିଙ୍କ। ଶନିବାର ବିଳମ୍ବିତ ରାତିରେ ଔପଦା ବନବିଭାଗ ଖଇରା ଓ ପୁଲିସର ମିଳିତ ସହଯୋଗରେ ଔପଦା ଓ ଖଇରା ଅଞ୍ଚଳରେ ୫ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଆରମ୍ଭ ହୋଇଛି। ୧୦ଟି…
Read More...

ପ୍ରାୟ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ବାଲେଶ୍ୱର: କ୍ରାଇମବ୍ରାଞ୍ଚ ଏସ୍‌ଟିଏଫକୁ ମିଳିଛି ବଡ଼ ସଫଳତା। ଡିଲ୍‌ ସମୟରେ ଚଢାଉ କରି ପ୍ରାୟ ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହା ସହିତ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍‌।…
Read More...

ତାମୁଳିଆ ପୋଲ ଉପରେ ଜଳିଲା ଡମ୍ଫର

ବାଲେଶ୍ବର: ବାଲେଶ୍ବର ସହର ସ୍ଥିତ ତାମୁଳିଆ ପୋଲ ଉପରେ ଏକ ଚଳନ୍ତା ଡମ୍ଫରରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ରବିବାର ଅପରାହ୍ଣ ପ୍ରାୟ ୧ଟା ବେଳେ ହଠାତ ଡମ୍ଫରରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା କ୍ଷଣି ଗାଡିରୁ…
Read More...

ପ୍ରଫେସର ସନ୍ତୋଷ ତ୍ରିପାଠୀ ଫକୀର ମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଯୁକ୍ତି ପାଇଛନ୍ତି। ଗୁରୁବାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ୪ ବର୍ଷ ପାଇଁ ତାଙ୍କୁ…
Read More...

ଜୁନ୍ ୧୬ ଗୋରୁ ଗାଡି ହେଲପର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ଶେରଗଡ ଗୋରୁଗାଡି ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ସୋମନାଥପୁରର ଦିପୁ ଓରଫ୍ କରୁଣାକର। ଗୋସେବା କେନ୍ଦ୍ରର କର୍ମକର୍ତାଙ୍କ ଢେଲା ମାଡରେ ଭଦ୍ରକ ଜିଲା କଣ୍ଟାବଣିଆ…
Read More...

ବାଲେଶ୍ବର ଓ ମୟୁରଭଞ୍ଜ ସୀମାନ୍ତବର୍ତ୍ତୀ ଅଞ୍ଚଳରେ କରୋନା ସ୍ଥିତି ସମୀକ୍ଷା କଲେ ଡିଜିପି

ବାଲେଶ୍ୱର: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଏବେ କରୋନା ହୁ ହୁ ହୋଇ ମାଡ଼ିଚାଲିଛି । ଓଡ଼ିଶାର ବାଲେଶ୍ୱର ଓ ମୟୂରଭଞ୍ଜ ଏହାର ସୀମାନ୍ତବର୍ତ୍ତୀ ଜିଲା ହୋଇଥିବାରୁ ରାଜ୍ୟରେ ସଂକ୍ରମଣ ବଢିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଉଭୟ…
Read More...

ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟ ସୀମା ସିଲ୍‍, ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡ଼ା ନଜର

ବାଲେଶ୍ୱର: କରୋନା ମହାମାରୀ ତା’ର କାୟା ବିସ୍ତାର କରି ଚାଲିଛି। ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। କରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ କଟକଣା ଲାଗୁ…
Read More...

ଫୁଲାଡିଠାରେ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ଅବରୋଧ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଫୁଲାଡିଠାରେ ସୋମବାର ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫୁଲାଡିରୁ ସହିଦ ବାଘାଜତୀନ ସ୍ମୃତିପୀଠ ଯାଏ ରାସ୍ତାର ଅବସ୍ଥା…
Read More...

ବିଳମ୍ବିତ ରାତିରେ ଘରେ ପଶିଲେ ଡକାୟତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଵାଲେଶ୍ୱର: ବିଳମ୍ବିତ ରାତିରେ ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ଵାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋଳିହା ପଞ୍ଚାୟତ ମୁହଁଛୁଆଁ ଗ୍ରାମର ଘଟଣା। ରବିବାର ବିଳମ୍ବିତ ରାତିରେ ଗ୍ରାମର ଗୟାଧର…
Read More...

ଟ୍ରକ୍‍ ଦୁର୍ଘଟଣାରେ ଝିଅ ମୃତ, ମାଆ ଗୁରୁତର

ବାଲେଶ୍ୱର: ଖନ୍ତାପଡା ଥାନା ତୁଣ୍ଡୁରା ପଞ୍ଚାୟତ ଖଡୁପହି ବାରୁଣୀ ମେଳା ଦେଖିବାକୁ ଯାଇ ଶୁକ୍ରବାର ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକା ଝିଅର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ…
Read More...