Browsing Tag

Balasore news

ସ୍କୁଲରେ ତାଲା ପକାଇଲେ ଠିକାଦାର, ବାହାରେ ବୁଲିଲେ ପିଲା ଓ ଶିକ୍ଷକ

ବାଲେଶ୍ଵର: ବାଲେଶ୍ଵର ସହର ନିକଟସ୍ଥ ଦହପଡ଼ା ଚିନ୍ତାମଣି ହାଇସ୍କୁଲରେ ତାଲା ପକାଇଛନ୍ତି ଠିକାଦାର। ୫-ଟି ରୂପାନ୍ତର ବେଳେ ଗ୍ରାମର ୬ ଜଣ ବ୍ୟକ୍ତିଙ୍କୁ କନଷ୍ଟ୍ରକ୍ସନ୍ କାମ ଦିଆ ଯାଇଥିଲା। ତେବେ କାମ ସମ୍ପୂର୍ଣ୍ଣ…
Read More...

ନିଶା ହେଲା କାଳ: ପୋଲରେ ଝୁଲିଲା ଆମ୍ବୁଲାନ୍ସ

ନୀଳଗିରି: ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଉଥିବା ନିର୍ମାଣଧିନ ପୋଲ ଉପରେ ଝୁଲିଲା ଆମ୍ବୁଲାନସ । ବିଳମ୍ବିତ ରାତିରେ ଶମ୍ଭୁ ନାମକ ୧୦୨ଆମ୍ବୁଲାନ୍ସର ଚାଳକ ଫୋନ୍ କଲ୍ ପାଇ ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାରୁ…
Read More...

ସେବା ସମବାୟ ସମିତିରେ ଅଗ୍ନିକାଣ୍ଡ

ଜଳେଶ୍ୱର: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚଳପଳାଶିଆ ଗାଁର ସେବା ସମବାୟ ସମିତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ କେମିତି ଲାଗିଲା କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଂଚି ନିଆଁକୁ ଆୟତ୍ତ…
Read More...

ମେମୁ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା, ୨ ରେଳ କର୍ମଚାରୀ ନିଲମ୍ବିତ

ନୀଳଗିରି: ନୀଳଗିରି ରୋଡ୍ ଷ୍ଟେସନରେ ମେମୁ ଟ୍ରେନ୍ ପଶି ଆସିବା ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ନୀଳଗିରି ରୋଡ୍ ଷ୍ଟେସନ୍‌ ମ୍ୟାନେଜର…
Read More...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍‌

ନୀଳଗିରି : ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲ। ମେମୁ ଟ୍ରେନ। ଭଦ୍ରକ ଖଡଗପୁର ମେମୁ ଟ୍ରେନ ନୀଳଗିରି ରୋଡ ଷ୍ଟେସନ ପୂର୍ବରୁ ଟ୍ରାକ ଖସିବା ପୂର୍ବରୁ ଅଟକିଲ। । ଟ୍ରାକରୁ ଶହେ ମିଟର ପୂର୍ବରୁ ଅଟକିଲ। । ଲୋକୋ…
Read More...

ଚନ୍ଦନେଶ୍ବର ବ୍ୟାଙ୍କରୁ ଲୁଟ୍‌ ଘଟଣା : ୬ ଗିରଫ

ବାଲେଶ୍ୱର: ବାଲେଶ୍ବର ଚନ୍ଦନେଶ୍ବର ବ୍ୟାଙ୍କ ଚୋରି ଘଟଣାରେ ୬ ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରାଯାଇଥିବା ବାଲେଶ୍ବର ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ନଗଦ ଟଙ୍କା, ୩୦୦ ଗ୍ରାମ୍ ସୁନା…
Read More...

ଟ୍ରେନ ଛାତରେ ଚଢି ଯାତ୍ରା କରୁଥିଲେ ଯୁବକ, ଉଦ୍ଧାର କଲା ଆରପିଏଫ

ବାଲେଶ୍ବର: ଟ୍ରେନ ଛାତ ଉପରେ ବିପଦପୂର୍ଣ୍ଣ ଯାତ୍ରା କରୁଥିବା ବେଳେ ଯୁବକଙ୍କୁ ଆରପିଏଫ ପକ୍ଷରୁ ଉଦ୍ଧାର କରାଯାଇଛି। ଏଭଳି ବିପଦପୂର୍ଣ୍ଣ ଯାତ୍ରା ରୁପ୍ସାରେ ଷ୍ଟେସନ କର୍ମଚାରୀ ଦେଖି ବାଲେଶ୍ବର ଆରପିଏଫ ଅଧିକାରୀଙ୍କୁ…
Read More...

ନାବାଳିକା ଯୌନ ନିର୍ଯ୍ୟାତନା ମାମଲା; ବାପୁଜୀ ସେବା ସଦନ ମାଲିକଙ୍କୁ ଜେଲ୍‌

ବାଲେଶ୍ଵର: ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ନୀଳଗିରି ବାପୁଜୀ ସେବା ସଦନ ମାଲିକଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଵତନ୍ତ୍ର ପକ୍ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର। ସେବାଶ୍ରମ ମାଲିକ…
Read More...

ବୁଢାବଳଙ୍ଗ ନଦୀରେ ବୁଡ଼ି ୨ ମୃତ

ବାଲେଶ୍ବର: ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତୁକାଶାସନ ଗାଁରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ବୁଢାବଳଙ୍ଗ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପତୁକାଶାସନ ଗାଁ ଘାଟରେ ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇଥିବା…
Read More...

ପରିବାର ଅଦାଲତ ହତା ପାଲଟିଲା ରଣକ୍ଷେତ୍ର; ସ୍ବାମୀର ହେଲମେଟ ମାଡରେ ସ୍ତ୍ରୀ ଗୁରୁତର

ବାଲେଶ୍ଵର: ବାଲେଶ୍ଵର ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ଚାଲିଥିବା ବେଳେ ମାରପିଟ୍ ହେଲେ ଦମ୍ପତ୍ତି। ସ୍ବାମୀର ହେଲମେଟ ମାଡରେ ଗୁରୁତର ହେଲେ ପତ୍ନୀ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ…
Read More...