Browsing Tag

badamba news

ଆଇନଜୀବୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡମ୍ବା: ନରସିଂହପୁରର ବରିଷ୍ଠ ଆଇନଜୀବୀ ଭାଗିରଥି ମିଶ୍ରଙ୍କ ବିୟୋଗରେ ବଡ଼ମ୍ବାର ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ସ୍ୱର୍ଗତ ମିଶ୍ରଙ୍କୁ ସ୍ଥାନୀୟ ଓକିଲ ସଂଘ ତରଫରୁ ଅଦାଲତ ପରିସରରେ ଏବଂ ବ୍ଲକ କାର୍ଯ୍ୟାଳୟ…
Read More...

ବିଷାକ୍ତ ଖାଦ୍ୟନେଲା ଭାଇଭଉଣୀଙ୍କ ଜୀବନ

ବଡ଼ମ୍ବା : ବିଷାକ୍ତ ଖାଦ୍ୟଖାଇ ବଡ଼ମ୍ବା ଥାନା ଅନ୍ତର୍ଗତ ବୀରବରପୁର ଗ୍ରାମର ଗୋଟିଏ ବୁଣାକାର ପରିବାର ଛାରଖାର ହୋଇଯାଇଛି। ଏହି ଘଟଣାରେ ସଂପୃକ୍ତ ପରିବାରର ପୁଅ ଝିଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସେମାନଙ୍କ ବାପ ମାଆଙ୍କ…
Read More...

ନବଗଠିତ ବଡ଼ମ୍ବା ପଞ୍ଚାୟତ ସମିତିର ପ୍ରଥମ ଅଧିବେସନ

ବଡ଼ମ୍ବା : ବନ୍ଦେ ଉତ୍କଳ ଜନନୀ ଗାନ ସହିତ ନବଗଠିତ ବଡ଼ମ୍ବା ପଞ୍ଚାୟତ ସମିତର ପ୍ରଥମ ଅଧିବେସନ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ପ୍ରଥମ ଗୋପୀନାଥପୁର ଅକ୍ଷୟତୃତୀୟା ମହୋତ୍ସବ ଉଦ୍ୟାପିତ

ବଡ଼ମ୍ବା : ତିନିଦିନ ଧରି ଅନୁଷ୍ଠିତ ପ୍ରଥମ ଗୋପୀନାଥପୁର ଅକ୍ଷୟତୃତୀୟା ମହୋତ୍ସବ ଗୁରୁବାର ଉଦ୍ୟାପିତ ହୋଇଛି। ପବିତ୍ର ଅକ୍ଷୟତୃତୀୟା ଅବସରରେ ଅନୁଷ୍ଠିତ ଏହି ପାରମ୍ପରିକ ଉତ୍ସବକୁ ଝଡ଼ତୋଫାନ ବର୍ଷା ଦାଉ ସାଜିଥିଲେ…
Read More...

ବଡ଼ମ୍ବା ଗସ୍ତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ବଡ଼ମ୍ବା : ଭାରତୀୟ ଜନତା ପାର୍ଟି (ବିଜେପି)ର ରାଜ୍ୟ ସଭାପତି ସମୀର ମହାନ୍ତି ଗୁରୁବାର ବଡ଼ମ୍ବା ଗସ୍ତରେ ଯାଇଥିଲେ। ଶ୍ରୀ ମହାନ୍ତିଙ୍କ ଗସ୍ତକୁ ନେଇ କର୍ମୀ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ରାଜ୍ୟ ସମ୍ପାଦକ…
Read More...

ବଡ଼ମ୍ବାରେ ମେଗା ମହିଳା ସମନ୍ୱୟ ମେଳା

ବଡ଼ମ୍ବା  : ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହାୟତା ସହିତ ବ୍ୟାଙ୍କ ଜରିଆରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦେବା ଲକ୍ଷରେ ବଡ଼ମ୍ବା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ମେଗା ମହିଳା ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମିଶନ…
Read More...

କରୋନା ମୁକାବିଲା ଦିଗରେ ଆୟୁର୍ବେଦ ଔଷଧ ସେବନ ଉପରେ ସଚେତନତା

ବଡ଼ମ୍ବା  : ଅନ୍ତେବାସୀ କରୋନା ପୀଡ଼ିତ,ଚିକିତ୍ସା ସେବା ଯୋଗାଉଥିବା ଡାକ୍ତରୀ ଏବଂ ସେବିକା ଦଳ,ନିୟୋଜିତ କର୍ମଚାରୀ ତଥା ସ୍ଥାନୀୟ ସଚେତନ ନାଗରିକଙ୍କ ଉପସ୍ଥିତିରେ ବଡ଼ମ୍ବାସ୍ଥିତ କୋଭିଡ ଯତ୍ନ କେନ୍ଦ୍ରରେ ଶତାଧିକ…
Read More...