Browsing Tag

athgarh

୩ଦିନ ତଳେ ଜନ୍ମ ହୋଇଥିବା ହାତୀଛୁଆ ମା’ ସହିତ ବୁଲୁଛି ଜଙ୍ଗଲରେ

ଗୁରୁଡିଝାଟିଆ: ପରିବେଶବିତ୍‍ଙ୍କ ମନରେ ଦେଖାଦେଇଛି ଆନନ୍ଦ। ଦେଶରେ ହାତୀସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଓଡିଶାରେ ହାତୀମାନଙ୍କ ବୃଦ୍ଧିନେଇ ନୈରାଶ୍ୟଜନକ ସଂଖ୍ୟାରହିଛି। ଏଭଳି ସ୍ଥିତିରେ ଆଠଗଡ ବନଖଣ୍ଡରେ ଖୁସି ଖେଳିଛି।…
Read More...

ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ଯୁବ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ଯୁବକଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ପାଳନ ସହିତ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାସରସିକପୁରସ୍ଥିତ କଂଗ୍ରେସ କାର୍ୟ୍ୟାଳୟଠାରେ ଯୁବ…
Read More...

ବିଶ୍ୱ ମଶା ଦିବସର ବାର୍ତ୍ତା ‘ମଶାର ବିନାଶ ଜୀବନର ବିକାଶ’

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ଗୁରୁବାର ବିଶ୍ୱ ମଶା ଦିବସ ପାଳନ ହେବା ସହ ଏହି ଦିବସର ବାର୍ତ୍ତା ‘ମଶାର ବିନାଶ ଜୀବନର ବିକାଶ’ର ବହୁଳ ପ୍ରଚାର ସହିତ…
Read More...

ଡିଏସପିଙ୍କ କାର୍ଯ୍ୟାଳୟ ପରିସରରୁ ୮ଫୁଟ ଲମ୍ବର ଅଜଗର ଉଦ୍ଧାର 

ଆଠଗଡ: ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ରାତିରେ ଏକ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସହରର କୋଳାହଳମୟ ଓ ବ୍ୟସ୍ତବହୁଳ…
Read More...

ମୃତ୍ୟୁ ଓ ସଂସ୍କାର ପରେ ଆସିଲା କରୋନା ପଜିଟିଭ ରିପୋର୍ଟ

ଆଠଗଡ: ଆଠଗଡ ବ୍ଲକର କୁଲାଇଲୋ ଗ୍ରାମର ଜଣେ କର୍କଟ ରୋଗୀଙ୍କର ମୃତ୍ୟୁ ଓ ଅନ୍ତିମ ସଂସ୍କାର ସରିବା ପରେ ତାଙ୍କର କରୋନା ପଜିଟିଭ ରିପୋର୍ଟ ହସ୍ତଗତ ହୋଇଥିବା ଜଣାପଡିଛି। କୁଲାଇଲୋର ୩୮ବର୍ଷ ବୟସ୍କ ଜଣେ କର୍କଟ ରୋଗରେ…
Read More...

ଆଠଗଡ଼ ଅଞ୍ଚଳରୁ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ଼: ଆଠଗଡ଼ ବ୍ଲକର ଖୁଣ୍ଟକଟାଠାରେ ଗତ ଗୁରୁବାର ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ସଂଗୃହିତ ୮୫ଜଣଙ୍କ ସ୍ୱାବ ମଧ୍ୟରୁ ପରୀକ୍ଷା ପରେ ୯ ଜଣଙ୍କର କରୋନା ପଜିଟିଭ ବାହାରିଥିବା ଜଣାପଡ଼ିଛି। ଜିଲ୍ଲା ମୁଖ୍ୟ…
Read More...

ମାଆ କ୍ଷୀର ଶିଶୁ ପାଇଁ ମହୌଷଧୀ

ଆଠଗଡ: ଆଠଗଡ ଇନରହ୍ୱିଲ କ୍ଲବ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କୋଭିଡ ୧୯ ନିୟମ ଓ କଟକଣାକୁ ଅନୁକରଣ ପୂର୍ବକ କମ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ସତର୍କତା…
Read More...

ଆଠଗଡରେ ପୁଣି ଜଣଙ୍କ ଝରକା ଗ୍ରିଲ ତାଡି ଚୋରି ଅଭିଯୋଗ

ଆଠଗଡ: ଆଠଗଡ ସହରାଞ୍ଚଳରେ ଗତ ୧ ମାସ ହେଲା ବଢିଚାଲିଥିବା ଚୋରି ଘଟଣା ଥମିବାର ନାଁ ଧରୁନାହିଁ। ଗତ ଏକମାସ ମଧ୍ୟରେ ଆଠଗଡ ସହର ଓ ନିକଟବର୍ତ୍ତୀ ରାଧଗୋବିନ୍ଦପୁର ପଞ୍ଚାୟତରେ ୧୩ଟି ଘରର ସମାନ ଶୈଳୀରେ ଝରକା ଗ୍ରିଲ ତାଡି…
Read More...

ରାସରସିକପୁର ଶିବିରରେ ୮୫ ଜଣଙ୍କ ସ୍ୱାବ୍‍ ସଂଗୃହିତ

ଆଠଗଡ: ଆଠଗଡ ସହରର ରାସରସିକପୁର ୟୁଜିୟୁପି ସ୍କୁଲ ପରିସରରେ ଉପଖଣ୍ଡ ଡାକ୍ତରଖାନା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଶିବିରରେ ବୁଧବାର ୮୫ଜଣଙ୍କର ସ୍ୱାବ୍‍ ସଂଗ୍ରହ କରାଯାଇ କୋଭିଡ ପରୀକ୍ଷଣ ପାଇଁ ପଠାଯାଇଥିବା ଜଣାପଡିଛି। ଗତ…
Read More...

ଆଠଗଡ ବିକାଶ ମଞ୍ଚ ପକ୍ଷରୁ କଖଡିରେ ବାରିକ ସମାଜକୁ ରାସନ ସାମଗ୍ରୀ ବଣ୍ଟନ

ଗୁରୁଡିଝାଟିଆ: ଆଠଗଡର ଅଗ୍ରଣୀ ସାମାଜିକ ସଂଗଠନ ଆଠଗଡ ବିକାଶମଞ୍ଚ ପକ୍ଷରୁ ଆଜି ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ବାରିକ ସମାଜକୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ତଥା…
Read More...