Browsing Tag

athgarh

ନଳିନୀପ୍ରଭା ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବ୍ରହ୍ମପୁରା କ୍ଲବ୍‍ ଚମ୍ପିଆନ୍‍

ଆଠଗଡ: ସୀତାରାମ କ୍ରିକେଟ୍‍ କ୍ଲବ୍‍ ଆନୁକୁଲ୍ୟରେ ସ୍ଥାନୀୟ ବାଣୀକଣ୍ଠ ନଗର ପଡିଆରେ ଚାଲିଥିବା ୪ ଦିନିଆ ନଳିନୀପ୍ରଭା ପଟ୍ଟନାୟକ ମେମୋରିଆଲ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‍ଯାପିତ ହୋଇଯାଇଛି। ଫାଇନାଲ…
Read More...

ମନୋରଞ୍ଜନ ସେଠୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ; ମେଘା ଚମ୍ପିଆନ୍‍

ଆଠଗଡ: ରାଧାଗୋବିନ୍ଦପୁର ନିକଟବର୍ତ୍ତୀ ପାୱାରଲୁମ ଖେଳପଡିଆଠାରେ ବେଷ୍ଟ କ୍ଲବ୍‍ ଆନୁକୁଲ୍ୟରେ ଚାଲିଥିବା ୪ଦିନିଆ ମନୋରଞ୍ଜନ ସେଠୀ ମେମୋରିଆଲ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ସହିତ ଉଦ୍‍ଯାପିତ ହୋଇଯାଇଛି।…
Read More...

ଜୀବିକା ମିଶନ ପକ୍ଷରୁ ଚାଷୀଙ୍କୁ ପନିପରିବା ବିହନ ବଣ୍ଟନ

ଆଠଗଡ: ଓଡିଶା ଜୀବିକା ମିଶନ ପକ୍ଷରୁ ଆଠଗଡର ବିଭିନ୍ନ ପଞ୍ଚାୟତରେ ଚାଷୀମାନଙ୍କୁ ପନିପରିବା ମଞ୍ଜି ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ…
Read More...

ସ୍କୁଟି ସହ ମଦ ଜବତ, ଜଣେ ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ପୂର୍ବ ସୂଚନା ଆଧାରରେ କନ୍ତୋଲ ସାପୁଆ ପୋଲ ନିକଟରେ ଜଗି ରହିଥିବାବେଳେ ଏକ ସ୍କୁଟିରେ ଚୋରାମଦ ଚାଲାଣ ହେଉଥିବାବେଳେ ତାକୁ ଜବତ କରିଥିବା ଜଣାପଡିଛି। ଅବକାରୀ ନିରୀକ୍ଷକ ସଂଜିତ୍‍…
Read More...

ରକ୍ତ ଅଭାବ କାଳରେ ରକ୍ତଦାନ ସର୍ବଶ୍ରେଷ୍ଠ ସେବା

ଆଠଗଡ: ଆଠଗଡ ନଗର ବିଜୁ ଜନତା ଦଳ ଆନୁକୁଲ୍ୟରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ପକ୍ଷରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠଠାରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲଗାଣ…
Read More...

ପାଣି ଗଳି ବିପଦପୂର୍ଣ୍ଣ ଅବସ୍ଥାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛାତ

ଆଠଗଡ: କଟକ ଜିଲ୍ଲାର ସର୍ବବୃହତ ତଥା ଗୁରୁତ୍ୱପୂର୍ଣ୍ଣ ଆଠଗଡ ଉପଖଣ୍ଡର ମୁଖ୍ୟ ପ୍ରଶାସକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଛାତଟି ଏବେ ଅହରହ ବର୍ଷାପାଣି ଗଳିବା ଯୋଗୁଁ ବିପଦପୂର୍ଣ୍ଣ ହୋଇପଡିଥିବା ଦେଖାଯାଉଛି। ଲଗାଣବର୍ଷା…
Read More...

୩ଦିନ ତଳେ ଜନ୍ମ ହୋଇଥିବା ହାତୀଛୁଆ ମା’ ସହିତ ବୁଲୁଛି ଜଙ୍ଗଲରେ

ଗୁରୁଡିଝାଟିଆ: ପରିବେଶବିତ୍‍ଙ୍କ ମନରେ ଦେଖାଦେଇଛି ଆନନ୍ଦ। ଦେଶରେ ହାତୀସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଓଡିଶାରେ ହାତୀମାନଙ୍କ ବୃଦ୍ଧିନେଇ ନୈରାଶ୍ୟଜନକ ସଂଖ୍ୟାରହିଛି। ଏଭଳି ସ୍ଥିତିରେ ଆଠଗଡ ବନଖଣ୍ଡରେ ଖୁସି ଖେଳିଛି।…
Read More...

ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ଯୁବ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ଯୁବକଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଜୟନ୍ତୀ ପାଳନ ସହିତ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାସରସିକପୁରସ୍ଥିତ କଂଗ୍ରେସ କାର୍ୟ୍ୟାଳୟଠାରେ ଯୁବ…
Read More...

ବିଶ୍ୱ ମଶା ଦିବସର ବାର୍ତ୍ତା ‘ମଶାର ବିନାଶ ଜୀବନର ବିକାଶ’

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ଗୁରୁବାର ବିଶ୍ୱ ମଶା ଦିବସ ପାଳନ ହେବା ସହ ଏହି ଦିବସର ବାର୍ତ୍ତା ‘ମଶାର ବିନାଶ ଜୀବନର ବିକାଶ’ର ବହୁଳ ପ୍ରଚାର ସହିତ…
Read More...

ଡିଏସପିଙ୍କ କାର୍ଯ୍ୟାଳୟ ପରିସରରୁ ୮ଫୁଟ ଲମ୍ବର ଅଜଗର ଉଦ୍ଧାର 

ଆଠଗଡ: ଆଠଗଡ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ ପରିସରରୁ ମଙ୍ଗଳବାର ରାତିରେ ଏକ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସହରର କୋଳାହଳମୟ ଓ ବ୍ୟସ୍ତବହୁଳ…
Read More...