ଅସିତ ତ୍ରିପାଠୀ ନୂତନ ଉନ୍ନୟନ କମିଶନର
ଭୁବନେଶ୍ବର : ଅସିତ ତ୍ରିପାଠୀ ହେଲେ ରାଜ୍ୟର ନୂତନ ଉନ୍ନୟନ କମିଶନର । ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କ ସ୍ଥାନରେ ଶ୍ରୀ ତ୍ରିପାଠୀଙ୍କୁ ଏହି ନିଯୁକ୍ତି ମିଳିଛି। ଉନ୍ନୟନ କମିଶନର ସହିତ ସେ ଗୃହ ବିଭାଗର ଏସିଏସ…
Read More...
Read More...