Browsing Tag

Asia Cup

ଦୁବାଇରେ ଆଜି ଭାରତ-ପାକ୍‍ ଲଢେଇ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ବଡ଼ ଦିନ। କ୍ରିକେଟ ପ୍ରେମୀ ଆଜି ଭାରତ ଓ ପାକିସ୍ତାନ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଦୁବାଇରେ ଅନୁଷ୍ଠିତ ଏସିଆ କପ୍‍ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ…
Read More...

ଭାରତ-ପାକିସ୍ତାନ ସର୍ବାଧିକ ରନ କରିଥିବା ବ୍ୟାଟ୍ସମ୍ୟାନ

କଟକ : ଚିରପ୍ରତିଦ୍ୱନ୍ଦୀ ଭାରତ ପାକିସ୍ତାନ ମ୍ୟାଚକୁ ସମସ୍ତେ ଚାହିଁ ବସିଥାନ୍ତି। ଲୋକମାନେ ଏହାକୁ କେବଳ କ୍ରିକେଟ ମ୍ୟାଚ ହିସାବରେ ଦେଖିନଥାନ୍ତି। ବାରତ-ପାକିସ୍ତାନ ମ୍ୟାଚ ଭାବନା ସହ ଯୋଡି ରହିଥାଏ। ତେଣୁ ନିଜ ଦଳର…
Read More...

ଏସିଆ କପ୍‍ କ୍ରିକେଟ : ଖେଳସୂଚୀ

ଦୁବାଇ : ଶନିବାରଠାରୁ ଆରମ୍ଭ ହୋଇଛି ଏସିଆ କପ୍‍ କ୍ରିକେଟ । ଠିକ୍‍ ୩୪ ବର୍ଷ ତଳେ ଏହି ୟୁଏଇରେ ହିଁ ଏସିଆ କପ୍‍ ଆରମ୍ଭ ହୋଇଥିଲା। ଏହାର ୧୪ଶ ସଂସ୍କରଣ ୟୁଏଇର ୨ଟି ସହର ଦୁବାଇ ଓ ଆବୁଧାବିରେ ଖେଳାଯାଉଛି। ଏହି…
Read More...

ଏସିଆ କପ୍‍ କ୍ରିକେଟ : ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଉଦ୍‍ଘାଟନୀ ମ୍ୟାଚ

ଦୁବାଇ: ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାରଠାରୁ ଦୁବାଇରେ ଆରମ୍ଭ ହେଉଛି। ମୋଟ ଛ’ଟି ଦଳ ଏହି ଏକଦିବସୀୟ ଟୁର୍ଣ୍ଣାମେଣ୍ଟ ଭାଗ ନେଉଛନ୍ତି। ଗ୍ରୁପ-ଏ’ରେ ଗତବର୍ଷର ଚମ୍ପିୟନ ଭାରତ ସହିତ ପାକିସ୍ତାନ ଓ ହଂକଂ…
Read More...