Browsing Tag

arrested

ଛତିଶଗଡ ଡବଲ ମର୍ଡର ମାମଲା; ଡ୍ରାଇଭର ବର୍ମନ ଟପ୍ପୋ ଗିରଫ

ଭୁବନେଶ୍ବର: ଛତିଶଗଡର ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ ହେବା ପରେ ଏବେ ପୁଲିସ ଜାଲରେ ଅଭିଯୁକ୍ତ ଅନୁପ ସାଏର ଡ୍ରାଇଭର ବର୍ମନ ଟପ୍ପୋ।ଝାରସୁଗୁଡା ବଘରାଚକାସ୍ଥିତ ବାସଘରୁ ଛତିଶଗଡ ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ…
Read More...

ଡବଲ ମର୍ଡର ମାମଲାରେ ବିଜେଡି ନେତା ଅନୁପ ସାଏ ଗିରଫ

ଭୁବନେଶ୍ବର : ଏକ ଡବଲ ମର୍ଡର ମାମଲାରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହୋଇଛନ୍ତି। ଛତିଶଗଡ ପୁଲିସ ତାଙ୍କୁ ଝାରସୁଗୁଡାରୁ ଗିରଫ କରିଥିବା ଜଣାପଡିଛି। ସେ କଂଗ୍ରେସ ଟିକେଟରେ ବ୍ରଜରାଜନଗର…
Read More...

ଶିକ୍ଷକଙ୍କ ଆତ୍ମହତ୍ୟା ମାମଲାରେ କୋରାପୁଟ ଡିଇଓ ଗିରଫ

କୋରାପୁଟ: କୋରାପୁଟ ଜିଲା ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ସରକାରୀ ବାସଭବନରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଆତ୍ମହତ୍ୟା ମାମଲାରେ ଖୋଦ୍ ଡିଇଓ ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ଶୁକ୍ରବାର କୋରାପୁଟ ପୁଲିସ…
Read More...

ଡକାୟତି ଉଦ୍ୟମ ପଣ୍ଡ: ତିନି ପି.ଏଲ୍.ଏଫ୍.ଆଇ. ସଦସ୍ୟ ଗିରଫ

ଦେବଗଡ: ଡକାୟତି ଯୋଜନା କରୁଥିବା ବେଳେ ବାରକୋଟ ଥାନା ପୁଲିସ ୩ଜଣ ଦୁର୍ଦ୍ଦାନ୍ତ ପି.ଏଲ.ଏଫ୍.ଆଇ.ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ଦେଶୀ ପିସ୍ତଲ, ଗୋଟିଏ ଚାଇନା ନିର୍ମିତ ସେମି ଅଟୋମେଟିକ ପିସ୍ତଲ, ୭ଟି…
Read More...

ଖଣି ମାଫିଆ ମହମ୍ମଦ ତବରେଜ ଗିରଫ

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ୍ ପଥର ଖଣି ମାଫିଆ ମହମ୍ମଦ ତବରେଜକୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି। ଖଣି ମାଫିଆ ମହମ୍ମଦ ତବରେଜ ଥାଇଲାଣ୍ଡ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ କୋଲକାତା ବିମାନ ବନ୍ଦରରୁ ପୁଲିସ ଗିରଫ…
Read More...

ଟଙ୍କା ଆତ୍ମସାତ ଅଭିଯୋଗରେ ପୂର୍ବତନ ସରପଞ୍ଚ ଗିରଫ

ଭଦ୍ରକ: ଗ୍ରାମର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତକୁ ଆସୁଥିବା ଟଙ୍କାକୁ ଆତ୍ମସାତ କରିବା ଅଭିଯୋଗରେ ଜଣେ ପୂର୍ବତନ ସରପଞ୍ଚ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌…
Read More...

ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ

ସୁନ୍ଦରଗଡ : ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ସ୍ବାମୀ ଗିରଫ ହୋଇଛି । ଏହି ଅଭାବନୀୟ ଘଟଣା ସୁନ୍ଦରଗଡ ଟାଉନ ଥାନା ଭବାନୀପୁର ଟେଲାକୋଛାପଲ ଗାଁରେ ଘଟିଛି । ଗୁରୁବାର ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି…
Read More...

ଟ୍ରେନରୁ ୪୫ଟି କଇଁଛ ଉଦ୍ଧାର

ବସ୍ତା: ଡାଉନ ଉତ୍କଳ ଏକ୍ସପ୍ରେସ ଟ୍ରେନରୁ ୪୫ଟି କଇଁଛ ଉଦ୍ଧାର ହୋଇଛି । ଶନିବାର ବିଳମ୍ବିତ ରାତିରେ କଇଁଛ ଚୋରା ଚାଲାଣ ହେଉଥିବା ଖବର ପାଇ ରୁପ୍ସା ଆରପିଏଫ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢଉ କରିଥିଲା। କଇଁଛ ଚୋରା…
Read More...

ପୁଣି ମାତୃହନ୍ତା ସାଜିଲା ପୁଅ ; ଅଭିଯୁକ୍ତ ଗିରଫ

କଳାହାଣ୍ଡି : ମା’ କୁ ହତ୍ୟା କରି ମାଟି ତଳେ ପୋତିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଘଟିଛି । ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ…
Read More...

ଲାଞ୍ଚ ନେବା ଅଭିଯୋଗରେ ଆକାଉଟାଣ୍ଟ ଗିରଫ

ବଣାଇ: ଲାଞ୍ଚ ନେବା ଅଭିଯୋଗରେ ରାଉରକେଲାର ଗୁରୁଣ୍ଡିଆ ବ୍ଳକ୍ ଶିକ୍ଷା କାର୍ଯ୍ୟାଳୟର ଜଣେ ଆକାଉଟାଣ୍ଟ ଗିରଫ ହୋଇଛନ୍ତି । ସେ ସର୍ଭିସ ବୁକ ଏବଂ ଏଲପିସି କାମ କରାଇ ଦେବା ପାଇଁ ୯ଜଣ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗ…
Read More...