Browsing Tag

arrest

ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ଦାରା ସିଂର ସହଯୋଗୀ ବୁଦ୍ଧଦେବ ଗିରଫ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରକୁ ହତ୍ୟା ମାମଲାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତ ବୁଦ୍ଧଦେବ ନାଏକକୁ ସିବିଆଇ ଗିରଫ କରିଛି। ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା…
Read More...

ଗିରଫ ହେଲେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର / ପାଟଣା : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ପ୍ରଧାନ  ସୋମବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେ ଠିକାଦାରଙ୍କ ଠାରୁ ପି.ସି ବାବଦରେ ୭୫୦୦…
Read More...

୩୨କେଜିର ଗଞ୍ଜେଇ ଜବତ, ଜଣେ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲାର ସିମୁଳିଆ ଥାନା ଅନ୍ତର୍ଗତ ଜମଝାଡିର ଗୈଡପଡାରେ ଜଣଙ୍କ ଘରୁ ୩୨କେଜିର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି…
Read More...

ବ୍ୟବସାୟୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ଯାଜପୁର : ଯାଜପୁର ଅନ୍ତର୍ଗତ ଟମ୍‍କା ଥାନା ଜହ୍ନିଦାପାଳ ବ୍ୟବସାୟୀ (ଡ଼ମ୍ପର ମାଲିକ)ଙ୍କୁ ହତ୍ୟା ଘଟଣାରେ ରବିବାର ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ସହ ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ…
Read More...

ମୋବାଇଲ ଚୋରି ଘଟଣାରେ ୨ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲାର ଧମା ଥାନା ପୁଲିସ ମୋବାଇଲ ଚୋରକୁ ଧରିବାରେ ସଫଳ ହୋଇଛି। ମୋବାଇଲ ଚୋରୀ ଘଟଣାରେ ପୁଲିସ ଜଣେ ନାବାଳକ ଓ ଜଣେ କ୍ରେତାକୁ ଗିରଫ କରିଛି। ନାବାଳକ ନିକଟରୁ ୩୩ଟି ମୋବାଇଲ, ନଗଦ ୫ହଜାର ଟଙ୍କା ଓ…
Read More...

କୁଳଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ

ନୀଳଗିରି : କୁଳଡିହା ସଂରକ୍ଷିତ ଜଙ୍ଗଲରୁ ୫ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧୦କେଜିରୁ ଉର୍ଦ୍ଧ୍ବ ହରିଣ ମାଂସ, କଟା ମୁଣ୍ଡ, ୨ଟି ବନ୍ଧୁକ, ଗୋଟିଏ ଧନୁତୀର ଓ ଗୋଳା ବାରୁଦ ଜବତ କରାଯାଇଥିବା…
Read More...

ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଗିରଫ

ଭୁବନେଶ୍ବର : ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କୁ କ୍ରାଇମବ୍ରାଞ୍ଚ ସିଆଇଡି ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ…
Read More...

ନକଲି ମଦ କାରଖାନା ଠାବ, ମାଲିକ ଗିରଫ

ସୋର : ସିମୁଳିଆ ଅଡା ଗ୍ରାମରେ ଶନିବାର ସକାଳୁ ନକଲି ମଦ କାରଖାନା ଠାବ ହୋଇଛି। ଗ୍ରାମରେ ନକଲି ମଦ କାରଖାନା ଚାଲିଥିବା ଖବର ପାଇ ଫ୍ଲାଇଂ ସ୍କ୍ବାଡ ସେଠାରେ ଚଢାଉ କରିଥିଲେ। ଏହି ଘଟଣାରେ କାରଖାନା ମାଲିକ ଅଜିତ…
Read More...

ମୁମ୍ବଇରୁ ଚୋରି କରି ପଳାଇ ଆସିଥିବା ଅଭିଯୁକ୍ତ ବାଲେଶ୍ଵରରୁ ଗିରଫ

ବାଲେଶ୍ବର : ମୁମ୍ବଇରୁ ଚୋରି କରି ପଳାଇ ଆସିଥିବା ଜଣେ ଯୁବକକୁ ବାଲେଶ୍ବରରେ ଗିରଫ କରାଯାଇଛି। ବାଲେଶ୍ବର ଖଇରା ଥାନା ଗଣ୍ଡୁଆ ଗ୍ରାମର ଜଣେ ଯୁବକ ଗତ କିଛି ଦିନ ଧରି ମୁମ୍ବଇରେ ଜଣଙ୍କ ଘରେ ରହି କାମ କରୁଥିଲା। ସେ…
Read More...

ବଣାଇର ଦୁଇଟି ସ୍ଥାନରୁ ମଦ ଜବତ, ୨ ଗିରଫ

ବଣାଇ : ବଣାଇ ସ୍ଥିତ ନରେନ୍ଦ୍ର ଗ୍ରାମ ଓ ବଜାର ଦାଣ୍ଡ ଗ୍ରାମରୁ ୨୦ଲିଟର ମଦ ଜବତ ହୋଇଛି। ଏହାସହ ୨ଜଣଙ୍କୁ ଗିରଫ କରାଯାଇଛି। ବୁଧବାର ସକାଳ ପ୍ରାୟ ୯ଟା ସମୟରେ ମାଜିଷ୍ଟ୍ରେଟ୍‌ ସରୋଜ କୁମାର ପୃଷେଟ ଓ ଅବକାରୀ ବିଭାଗର…
Read More...