Browsing Tag

aradi

ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆର, ଏବେବି ୫ଟି ଗାଁ ବନ୍ୟା ଘେରରେ

ଆରଡି: ଆରଡି ଓ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୫ଟି ଗାଁ ବନ୍ୟା ଘେରରେ ରହିଥିବାରୁ ବିପନ୍ନମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷକରି…
Read More...

ବିଜୁଳି ଗଲେ ମିଳୁନିି ଜିଓ ନେଟୱାର୍କ, ୧୫ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତା ହନ୍ତସନ୍ତ

ଆରଡି: ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ଭାବେ ମାନ୍ୟତା ପାଇଥିବା ଆରଡିପୀଠରେ ଦୀର୍ଘଦିନ ହେବ ବିଦ୍ୟୁତ ବିଭାଗର ଲୁଚକାଳି ସାଙ୍ଗକୁ ବଳି ପଡିଛି ଜିଓ ବିଭାଗର ଉଦାସିନତା। ଏପରିକି ଆରଡିପୀଠରେ ଯଦି ବିଜୁଳି କଟୁଛି ତାହାଲେ…
Read More...

କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

ଆରଡି: ଆରଡି ସମେତ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତିରେ ଧିରେଧିରେ ସୁଧାର ଆସୁଛି। ସୋମବାର ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏବେବି ବହୁ ଗାଁ ଜଳବନ୍ଦୀ ହୋଇ ରହିଛି। ଯେଉଁ ସ୍ଥାନରେ…
Read More...

ଆରଡିପୀଠରେ ୧୪୪ଧାରା ଜାରି, ପୂଜା ପାଇଲେ ବୁଢାଗଣେଷ

ଆରଡି: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରଙ୍ଗଣରେ ଥିବା ବୁଢାଗଣେଷଙ୍କର ପୂଜାର୍ଚ୍ଚନା ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ପାଇଁ ଜିଲା…
Read More...

ଆରଡିପୀଠରେ ୩୧ଜଣ କରୋନା ପଜିଟିଭ ଚିହ୍ନଟ

ଆରଡି: ଭଦ୍ରକ ଜିଲା ଆରଡିପୀଠରେ ଶୁକ୍ରବାର କରୋନା ପରୀକ୍ଷା ସମୟରେ ୩୧ଜଣଙ୍କଠାରେ କରୋନା ପଜିଟିଭ ଥିବା ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଥିଲା। ପରେ ଆରଡି ପଞ୍ଚାୟତର ସରପଞ୍ଚ ଅରବିନ୍ଦ ପାଢୀ…
Read More...

ଆରଡିପୀଠ ରାମ ମନ୍ଦିରରେ ପୂଜାର୍ଚ୍ଚନା

ଆରଡି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପୂଜା କରିଥିବା ବେଳେ ଭଦ୍ରକ ଜିଲା ଆରଡିପୀଠରେ ଥିବା ଶ୍ରୀରାମଙ୍କ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଛି। କୋଭିଡ ନିୟମକୁ…
Read More...

ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି ଅଖଣ୍ଡଦୀପ ଦାନ

ଆରଡ଼ି: ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶୁଭେଚ୍ଛୁ ଓ ସମର୍ଥକମାନେ ଶ୍ରାବଣ ମାସର ସୋମବାରରେ ଆରଡିପୀଠ ବାବା ଆଖଣ୍ଡଳମଣୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ…
Read More...

ଅଢେଇ ବର୍ଷ ପରେ ଆରଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର, ଉପକୃତ ହେବେ ୩୦ଖଣ୍ଡ ଗାଁର ଲୋକେ

ଆରଡି : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଅଢେଇ ବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଥିବାରୁ ଆରଡିପୀଠ ସମେତ ଆଖପାଖ ପଡୋଶୀ କେନ୍ଦ୍ରାପଡା ଓ ଯାଜପୁର ଜିଲାର…
Read More...

ଲକଡାଉନ ପାଇଁ ବନ୍ଦ ହେଲା ଆରଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ; ନିରାଶ ହେଲେ ରୋଗୀ

ଆରଡି : ମହାମାରୀ କରୋନାକୁ ନେଇ ସାରା ରାଜ୍ୟ ଆସନ୍ତା ଏପ୍ରିଲ ୧୪ଯାଏଁ ଲକଡାଉନ୍ କରାଯାଇଥିବା ବେଳେ ଗତ ମଙ୍ଗଳବାର ଠାରୁ ଭଦ୍ରକ ଜିଲାର ଆରଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରାଯାଇଛି। ହେଲେ ପ୍ରାଥମିକ ଚିକିତ୍ସା ପାଇଁ…
Read More...

ଏପ୍ରିଲ ୧୩ରେ ଆଖଣ୍ଡଳମଣିଙ୍କ ବୈଶାଖୀ ବ୍ରତ ; ଲାଗି ହେବନି ଗୋପାଳ ଭକ୍ତଙ୍କ ଜଳଭାର

ଆରଡି ; ଚଳିତମାସ ୧୩ରେ  ବାବା ଆଖଣ୍ଡଳମଣିଙ୍କ ବୈଶାଖୀବ୍ରତ। ଏହି ବ୍ରତ ମହାବିଷୁବ ସଂକ୍ରାନ୍ତି ଠାରୁ ଏକମାସ ଧରି ପାଳିତ ହେବ। ଏଥିସହ ମଣିବାବଙ୍କର ଏହି ବୈଶାଖୀ ବ୍ରତ ମହାବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥାଏ।…
Read More...