Browsing Tag

Anti CAA violence

ଦିଲ୍ଲୀ ଦଙ୍ଗା: କିପରି ଆରମ୍ଭ ହୋଇଥିଲା ହିଂସା, କିଏ ଥିଲେ ସୂତ୍ରଧର ? ଜାଣନ୍ତୁ, କ’ଣ କହୁଛି ପୁଲିସର ତଦନ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ୨୦୦ରୁ ଅଧିକ ଆହତ ହୋଇଛନ୍ତି। ଏବେ ବି ୨୦ରୁ ଅଧିକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ନାଗରିକତା ସଂଶୋଧନ ଆଇନ(ସିଏଏ)ର ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ…
Read More...

ଗୁଇନ୍ଦା କନଷ୍ଟେବଳଙ୍କ ଶରୀର ସାରା ଛୁରାଘାତ, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ସମୟରେ ଗୁଇନ୍ଦା ବିଭାଗ କନଷ୍ଟେବଳ ଅଙ୍କିତ ଶର୍ମାଙ୍କୁ ଦଙ୍ଗାକାରୀମାନେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ଆପ୍‌ ନେତା ତାହିର ହୁସେନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ତେବେ…
Read More...

ଦିଲ୍ଲୀ ଦଙ୍ଗା ପଛରେ ଆପ୍‌ ନେତା ! ଘରୁ ମିଳିଲା ପେଟ୍ରୋଲ ବୋମା, ପଥର

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ୩୫ ଜଣଙ୍କ ଜୀବନ ଚାଲିଗଲାଣି। ଦଙ୍ଗାକୁ ନେଇ ପୁଲିସ ବିଭାଗକୁ ନିନ୍ଦା ଏବଂ ଅପବାଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଏହି ଦଙ୍ଗା ପଛରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ…
Read More...

ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୩୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଗତ ରବିବାରଠାରୁ ମଙ୍ଗଳବାର ଯାଏ ଦିଲ୍ଲୀର ମୌଜପୁର, ଜାଫରାବାଦ ଏବଂ ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ହିଂସାଜନିତ ମୃତ୍ୟୁ ସଂଖ୍ୟା ୩୦ରେ…
Read More...

ଦିଲ୍ଲୀ ହିଂସା ପାଇଁ ପୁଲିସକୁ ଭର୍ତ୍ସନା କରିଥିବା ବିଚାରପତିଙ୍କୁ ବଦଳି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ପୁଲିସକୁ ଭର୍ତ୍ସନା କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଏସ. ମୁରଲୀଧରଙ୍କୁ ବଦଳି କରିଦିଆଯାଇଛି। ତାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କୁ ବଦଳି କରାଯାଇଥିବା ନେଇ…
Read More...

ମୌଜପୁରରେ ସ୍ଥିତି ପରଖିଲେ ଡୋଭାଲ; ଲୋକେ କହିଲେ- ଆପଣ ଆସିବାରୁ ଆମକୁ ସାହସ ମିଳିଲା

ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସା ଜାରି ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କୁ ଦାୟିତ୍ବ ଦେଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି…
Read More...

ଦିଲ୍ଲୀ ପୁଲିସକୁ ହାଇକୋର୍ଟଙ୍କ ଭର୍ତ୍ସନା; କହିଲେ ଆଉ ଏକ ୧୯୮୪ର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧୀ ହିଂସା ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟି ସାରିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମଚାରୀ ବି ସାମିଲ ଅଛନ୍ତି। ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟ ଉଦ୍‌ବେଗ…
Read More...

ଦିଲ୍ଲୀ ହିଂସା: କନଷ୍ଟେବଳଙ୍କ ସମେତ ୨ ମୃତ, ୧୦ ଜିଲାରେ ୧୪୪ ଧାରା

ନୂଆଦିଲ୍ଲୀ: ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସିକୁ ନେଇ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣେ କନଷ୍ଟେବଳଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ…
Read More...

ଜାଫରାବାଦରେ ପୁଲିସକୁ ବନ୍ଧୁକ ଦେଖାଇ ୮ ରାଉଣ୍ଡ ଗୁଳି ଚଳାଇଲେ ବିକ୍ଷୋଭକାରୀ ଯୁବକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀର ମୌଜପୁର ଏବଂ ଜାଫରାବାଦ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ସୋମବାର ଗୋଷ୍ଠୀ ସଂଘର୍ଷ ଘଟିଛି। ମୌଜପୁର ଏବଂ ଜାଫରାବାଦ ରାସ୍ତାରେ ବିକ୍ଷୋଭକାରୀଙ୍କ…
Read More...

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ ଦଙ୍ଗା: ଜାଫରାବାଦରେ ସିଏଏ ସପକ୍ଷବାଦୀ-ବିପକ୍ଷବାଦୀଙ୍କ ଗୁଳିମାଡ଼, ମୌଜପୁରରେ…

ନୂଆଦିଲ୍ଲୀ: ପ୍ରାୟ ଦେଢ଼ ମାସ ପରେ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସିକୁ ନେଇ ହିଂସା ସୃଷ୍ଟି ହୋଇଛି। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ସୋମବାର ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ…
Read More...