Browsing Tag

angul news

ଦନ୍ତା ଆକ୍ରମଣରେ ୨ ମହିଳା ମୃତ

ଅନୁଗୁଳ: ଦୁଇ ଜଣ ମହିଳାଙ୍କୁ ଦଳି ମାରିଲା ଦନ୍ତାହାତୀ। ଅନୁଗୁଳ ବନଖଣ୍ଡ ବଡ଼କଣ୍ଟକୂଳ ଗାଁରେ ଘଟିଛି ଏହି ଘଟଣା। ଘର ପାଖ ଆମ୍ବ ବଗିଚାକୁ ଯାଇଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ…
Read More...

ପିକ୍‌ଅପ୍‌ ଧକ୍କାରେ ଚାଲିଗଲା ୩ ଜୀବନ

ଅନୁଗୋଳ: ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଜଣେ ବାଇକ୍‌…
Read More...

ଯାତ୍ରୀବାହୀ ଅଟୋକୁ ଧକ୍କାଦେଲା ଟ୍ରକ ; ଘଟଣା ସ୍ଥଳରେ ୨ ମହିଳା ମୃତ

ଅନୁଗୋଳ : ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଜରପଡା ଥାନା ଅନ୍ତର୍ଗତ ମରାତିରା ଗ୍ରାମ ଠାରେ ଏକ ଯାତ୍ରୀ ବାହୀ ଅଟୋକୁ ପିଆଜ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଅଟୋରେ ବସିଥିବା ୨ ମହିଳା …
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଓ ଝିଅ ମୃତ

ଅନୁଗୁଳ : ଅନୁଗୁଳର  ଖମାର ଥାନା କଲଣ୍ଡା ଠାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି। ରାସ୍ତାରେ ଯାଉଥିବା ସମୟରେ ବାଇକକୁ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା…
Read More...

ଭ୍ୟାନ ଓଲଟି ଦୁଇ ମୃତ, ୧୦ ଆହତ

ଅନୁଗୁଳ : ଅନୁଗୁଳ ଜିଲା ଠାକୁରଗଡ ସାନହୁଲା ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଭ୍ୟାନ ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛି। ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର…
Read More...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଅନୁଗୁଳ : ପୁଣି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ…
Read More...

ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର

ଅନୁଗୁଳ : ଗୁଣି ଗାରେଡି ସନ୍ଦେହରେ ପାଲଲହଡା ଖମାର ଥାନା କୁଞ୍ଜାମରେ ଟ୍ରିପଲ ମର୍ଡର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଗୁଣି ଗାରେଡି…
Read More...

ବିଷାକ୍ତ ମଦ ପିଇ ୩ ଯୁବକ ମୃତ

ବନ୍ତଳା : ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ମଦ ପିଇ ତିନି ଜଣ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। । ଗତ ରବିବାର ରାତିରେ ଦୁଇଜଣ ମୃତ୍ୟୁବରଣ…
Read More...

ରାସ୍ତାରେ ପଡ଼ିଛି ଶିଶୁର କଟାମୁଣ୍ଡ

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ମିଶ୍ରପଡ଼ା ଛକ ଠାରୁ ଅଳ୍ପ ଦୂରରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ମିଶ୍ରପଡ଼ା ଛକ ଠାରୁ ଅଳ୍ପ ଦୂରରେ ରାସ୍ତା ଉପରେ ଏକ ଶିଶୁର କଟା ମୁଣ୍ଡ ପଡ଼ିଥିବା ଦେଖାଯାଇଥିଲା।…
Read More...

ହାତୀ ଆକ୍ରମଣରେ ଚାଷୀ ମୃତ

ବନ୍ତଳା : ଅନୁଗୋଳ ଜିଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଗୁରୁବାର ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ସେହି ଗାଁର ପାଣ୍ଡବ ସାହୁ । ସୂଚନା ଯୋଗ୍ୟ,…
Read More...