Browsing Tag

Angul

ବାଜୁଥିଲା ଡିଜେ ନଥିଲେ ବରଯାତ୍ରୀ – ବାହା ହେବାକୁ ଆସି ହଟ ହଟା ହେଲା ନକଲି ବର

କଣ୍ଟାବାଞ୍ଜି - ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖଗସା ପଞ୍ଚାୟତ ସାଲେପଡା ଗ୍ରାମର ଜଣେ ଯୁବକ ଛଦ୍ମନାମରେ ନିଜକୁ ପ୍ରକାଶ ସାହୁ ବୋଲି ପରିଚୟ ଦେଇ ବିବାହ କରିବାକୁ ଯାଉଥିବା ବେଳେ ଧରାପଡି ଜେଲ୍‌…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଥିଲେ – ବାଧ୍ୟତାମୂଳକ ଅବସର ଦେଲେ ସରକାର

ଗୁଣପୁର -ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କ। ଲାଞ୍ଚ ନେଉଥିବାବେଳେ ଗତ ୨ ତାରିଖରେ ଭିଜିଲାନସ୍‌ ହାତରେ ରାୟଗଡା ଜିଲା ଗୁଣପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଧରା ପଡିଥିଲେ । ଏ ତାଙ୍କୁ ବୁଧବାରରେ ରାଜ୍ୟ…
Read More...

ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କଲେ ସଦାଶିବ ସାମନ୍ତରାୟ

ଭୁବନେଶ୍ୱର - ସଦାଶିବ ସାମନ୍ତରାୟ, କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ବାଣିଜ୍ୟିକ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…
Read More...

ନବରଙ୍ଗପୁର ଓ ଉମରକୋଟ ପୌରନିର୍ବାଚନ ପାଇଁ ୫୬ଟି ବୁଥରେ ପହଁଚିଲେ ପୁଲିଂ ପାର୍ଟି

ନବରଙ୍ଗପୁର : ନବରଙ୍ଗପୁର ଓ ଉମେରକୋଟ ପୌରପରିଷଦରେ ଗୁରୁବାର ଦିନ ପୌର ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁଲିଂ ପାର୍ଟି ମାନେ ବୁଥ ରେ ପହଂଚି ସାରିଛନ୍ତି ।…
Read More...

ହିନ୍ଦୋଳ ଘାଟିରେ ଫସିଲା ଅମ୍ଳଜାନ ବୋଝେଇ ଟ୍ରକ

ଅନୁଗୁଳ /ବନ୍ତଳା : ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ଼ କମ୍ପାନୀରୁ ଏକ ଅମ୍ଳଜାନ ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିବା ବେଳେ ଶନିବାର ସକାଳ ସମୟରୁ ହିନ୍ଦୋଳ ଘାଟିରେ ଫସି ରହିଥିବା ସୂଚନା…
Read More...

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲା ବିକ୍ରମପୁର ଥାନା କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସର୍ଟ ସର୍କିଟରୁ ଫ୍ୟାନ ପୋଡ଼ିଯାଇ…
Read More...

ଚୋରା ଡିଜେଲ ବୋଝେଇ ବୋଲେରୋ ଜବତ

ଅନୁଗୁଳ : ଅନୁଗୁଳ ଜିଲା କଣିହାଁ ଥାନା ଅନ୍ତର୍ଗତ କୁମୁଣ୍ଡା ପଞ୍ଚାୟତ ଅଧୀନସ୍ଥ ଚିତଲପୁର ସାହି ନିକଟରେ ଏକ ପଡିଆରୁ ଅନୁଗୁଳ ସ୍ୱତନ୍ତ୍ର ଟାସ୍କଫୋର୍ସ ପୁଲିସ ଚଢାଉ କରି ୨ ଚୋରା ଡିଜେଲ ବୋଝେଇ ବୋଲେରୋ ଶୁକ୍ରବାର ଜବତ…
Read More...

ଅନୁଗୋଳ ନାଲ୍‌କୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୧ ନିୟୁତ ଟନ୍‌କୁ ବୃଦ୍ଧି ପାଇଁ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ…

ଭୁବନେଶ୍ଵର: ଅନୁଗୋଳ ଜିଲାରେ ଥିବା ନାଲ୍‌କୋ (ନ୍ୟାଶନାଲ ଆଲୁମିନିୟମ କମ୍ପାନୀ)ର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ନିୟୁତ ଟନ୍‌ରୁ ୧ ନିୟୁତ ଟନକୁ ବୃଦ୍ଧି କରିବା ଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଆନ୍ଧ୍ରରେ ଫଶିଛନ୍ତି ୩ ଜିଲାର ୨୬ ଯୁବକ

ବନ୍ତଳା: ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ଫଶିଛନ୍ତି ୩ ଜିଲାର ୨୬ ଯୁବକ। ଅନୁଗୋଳ, କଟକ ଏବଂ ନୟାଗଡ଼ ଜିଲାର ଏହି ଯୁବକମାନେ ସେମାନଙ୍କୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ସୋସିଆଲ…
Read More...

କୋଇଲା ସଙ୍କଟ ; ଏନଟିପିସି ପାୱାର ପ୍ଲାଣ୍ଟରେ ଗୋଟିଏ ୟୁନିଟ ବନ୍ଦ

ଅନୁଗୁଳ : ଅନୁଗୁଳ କୋଇଲା ସଙ୍କଟ ଯୋଗୁ ଏନଟିପିସି ପାୱାର ପ୍ଲାଣ୍ଟରେ ଗୋଟିଏ ୟୁନିଟ ବନ୍ଦ ରହିଛି। ଏନଟିପିସି ପାୱାର ପ୍ଲାଣ୍ଟର ୬ଟି ୟୁନିଟରୁ ୩୦୦୦ ମେଗାୱାଟ ବିଜୁଳି ନିର୍ଗତ ହୋଇଥାଏ। କୋଇଲା ସଙ୍କଟ ଯୋଗୁ ଶନିବାର…
Read More...