Browsing Tag

AIIMS

ଭିଡିଓ କନ୍‌ଫରେନ୍ସିଂରେ ଏମ୍‌ସ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଜେପି ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଧ୍ୟରେ ବାଦବିବାଦ ଚାଲିଥିବାବେଳେ ରବିବାର କେଜ୍ରିୱାଲଙ୍କୁ…
Read More...

ଏମ୍ସରେ ମାଗଣାରେ ହେବ ୫୦୦ ଟଙ୍କାରୁ କମ ମୂଲ୍ୟର ଥିବା ସବୁପ୍ରକାର ଡାକ୍ତରୀ ପରୀକ୍ଷା

ଭୁବନେଶ୍ବର, (ନି.ପ୍ର): ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ରୋଗୀଙ୍କ ଚିକିତ୍ସା ନିମନ୍ତେ କରାଯାଉଥିବା ସମସ୍ତ ପରୀକ୍ଷା ନିରୀକ୍ଷା ଏଣିକି ମାଗଣାରେ ହେବ। ୫୦୦ ଟଙ୍କାରୁ କମ ମୂଲ୍ୟର ଥିବା ସବୁପ୍ରକାର…
Read More...

ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ ରେ ଅଗ୍ନିକାଣ୍ଡ; କେହି ଆହତ ହୋଇନଥିବା ସୂଚନା

ନୂଆଦିଲ୍ଲୀ: ଏଠାରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ସୋମବାର ଭୋର ପ୍ରାୟ ୫ଟାରେ ଏମ୍ସରେ ଅଗ୍ନିକାଣ୍ଡ ଘଟିଥିଲା । କାଜୁଆଲଟି ବିଭାଗ ନିକଟରେ ଥିବା ଏକ ଷ୍ଟୋର ରୁମ୍‍ ରୁ…
Read More...

ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନ୍ୟୂନ ମାସେ ଘୁଞ୍ଚାଅ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅତି କମରେ ଏକମାସ ଘୁଞ୍ଚାଇବାକୁ ସୁପ୍ରିମ କୋର୍ଟ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ…
Read More...

୮ରୁ ଏମ୍‍ସର ଓପିଡ଼ିରେ ରୋଗୀଦେଖା ଉପରେ କଟକଣା

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମ୍‍ଏସ) ଚଳିତ ମାସ ୮ତାରିଖ ଠାରୁ ତାହାର ସମସ୍ତ ସେଣ୍ଟରରେ ଆଉଟ୍‍ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ଏବଂ…
Read More...

ମାସକୁ ୨ ଥର ରୂପ ବଦଳାଉଛି କରୋନା

ପୁଣେ: କରୋନା ଭୂତାଣୁ ପୂର୍ବରୁ ଅନେକ ଥର ମ୍ୟୁଟେଟ୍‌ ଅର୍ଥାତ ରୂପ ବଦଳାଇ ସାରିଛି। ମାସକୁ ଏହି ଭୂତାଣୁ ପ୍ରାୟ ୨ ଥର ରୂପ ବଦଳାଉଛି ବୋଲି ଦିଲ୍ଲୀ ଏମ୍‌ସ୍‌ ନିର୍ଦେଶକ ତଥା କୋଭିଡ ପରିଚାଳନା ପାଇଁ ଗଠିତ ଜାତୀୟ ଟାସ୍କ…
Read More...

ଏମ୍‌ସ ନର୍ସଙ୍କ ଧର୍ମଘଟ; ରୋଗୀ ସେବାରେ ବାଧା ଦେଲେ ଏତଲା ରୁଜୁ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ନର୍ସିଂ କର୍ମଚାରୀମାନେ ଗତ ସୋମବାରଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଆରମ୍ଭ କରିଛନ୍ତି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଧର୍ମଘଟ ଯୋଗୁ ଉପୁଜିଥିବା ସମସ୍ୟାର…
Read More...

ଏମ୍ସର ଅନ୍ୟ ଜଣେ ଡାକ୍ତରଙ୍କ ଆତ୍ମହତ୍ୟା, ଘରୁ ମିଳିଲା ଗଳିତ ମୃତଦେହ

ନୂଆଦିଲ୍ଲୀ : ଏମ୍ସର ଅନ୍ୟ ଜଣେ ଡାକ୍ତର ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପୁଲିସ ତାଙ୍କ ଘରୁ ଡାକ୍ତରଙ୍କ ଗଳିତ ମୃତଦେହ ଜବତ କରିଛି। ଦୁଇରୁ ତିନି ଦିନ ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ…
Read More...

ଏମ୍ସରେ ଭାରତ ପ୍ରସ୍ତୁତ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ: ସ୍ଥାନୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ରେ ଆରମ୍ଭ ହୋଇଛି ଭାରତ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନର ପରୀକ୍ଷା । ଏହାର ପ୍ରଥମ ଟୀକା ଜଣେ ୩୦ ବର୍ଷର ଯୁବକଙ୍କୁ ଦିଆଯାଇଛି । ଯେଉଁ ଯୁବକଙ୍କୁ…
Read More...

ପାରଦ ଖସିଲେ ବଢ଼ିବ କରୋନା: ଆଇଆଇଟି-ଏମ୍ସ ଗବେଷକ

ଭୁବନେଶ୍ବର: ପାରଦ ଖସିଲେ ବଢ଼ିବ କରୋନା । ଆସନ୍ତା ଶୀତ ସମୟରେ ପାରଦ ଖସିବା ସହିତ କରୋନା ସଂକ୍ରମଣ ତୀବ୍ର ହୋଇପାରେ । ଏହି ଆଶଙ୍କା କରିଛନ୍ତି  ଭୁବନେଶ୍ବର ଆଇଆଇଟି  ଓ ଏମ୍ସର କିଛି ଗବେଷକ । ଆଇଆଇଟି ଭୁବନେଶ୍ବରର…
Read More...