Browsing Tag

accident

ଦୁଇ କାର୍ ମୁହାଁମୁହିଁ ଧକ୍କା

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ଠାରୁ ୬କିମି ଦୂର ରଙ୍ଗମାଟିଆ ଗାଁ ନିକଟରେ ସୋମବାର ପ୍ରତ୍ୟୁଷରେ ୨ଟି କାର୍ ମୁହହାଁମୁହିଁ ଧକ୍କା ହୋଇ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ…
Read More...

ଟାଟା ଏସି ଗାଡ଼ି ଓଲଟି କୋଡ଼ିଏ ମହିଳା ଶ୍ରମିକ ଆହତ

ପାତ୍ରପୁର: ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତର ଗୋପୀନାଥପୁର ଛକ ନିକଟରେ ଏକ ଟାଟା ଏସି ଗାଡି ଓଲଟି ପଡିବା ଫଳରେ କୋଡ଼ିଏ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁତର ଥିବା ପାଞ୍ଚଜଣଙ୍କୁ ବ୍ରହ୍ମପୁର…
Read More...

ପାଟନାଳିର ବାଲି ଘାଟରୁ ବାଲି ଚୋରା ଚାଲାଣ ସମୟରେ ଅଘଟଣ , ହାଇଓ୍ବା ଧକ୍କାରେ ଡମ୍ପର ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ରାଜନଗର ଆରଆଇ ଅଧିନ ବୈତରଣୀର ପାଟନାଳି ଘାଟରୁ ଗତ ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ ସମୟରେ ଜଣେ ଡମ୍ପର ଡ୍ରାଇଭରଙ୍କ ଉପରେ ଏକ ହାଇଓ୍ବା ଚଢି ଯିବାରୁ ତାଙ୍କର ଘଟଣା…
Read More...

ଟ୍ରାକ୍ଟର ଧକ୍କାରେ ଟେଲର ମାଷ୍ଟରଙ୍କ ମୃତ୍ୟୁ, ଚାଳକ ଫେରାର

ରେଙ୍ଗାଲିକ୍ୟାମ୍ପ : ଆଜି ସକାଳ ପ୍ରାୟ ୧୦ଟା ସମୟରେ ଅତାବିରା ବ୍ଲକ ସିଂହପାଲି  ଗ୍ରାମର ଜଣେ ବ୍ୟକ୍ତିଙ୍କର ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସୂତ୍ରରୁ…
Read More...

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ସିକେରକୁପାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡା ଘାଟିର ଲୋକନାଥପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ…
Read More...

ଶ୍ୟାମ୍ ମେଟାଲିକ୍ସରେ ଦୁର୍ଘଟଣା; କାର୍ଯ୍ୟରତ କର୍ମଚାରୀଙ୍କ ହାତ କଟିଗଲା

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇଠାରେ ଥିବା ଶ୍ୟାମ୍ ମେଟାଲିକ୍ସ କାରଖାନାରେ ଗତ ରାତିରେ ଏକ ଦୁର୍ଘଟଣା ଘଟି ଜନୈକ ବେଲ୍ଟ ଅପରେଟରଙ୍କ ଡାହାଣ ହାତ କଟିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କମ୍ପାନୀର…
Read More...

ସଡକ ଦୁର୍ଘଟଣାରେ ୨ଗୁରୁତର

ପିପିଲି : ପିପିଲି-ଡେଲାଙ୍ଗ ରାସ୍ତାର ବାଜପୋଇ ଛକଠାରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ରାସ୍ତାରେ ଯାଉଥିବା ଏକ ବାଇକ୍‍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିବା…
Read More...

ସାବିତ୍ରୀ ବ୍ରତରେ ଅଘଟଣ, ଟ୍ରକରେ ପିଟି ହୋଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ନବବିବାହିତ ଯୁବକ ମୃତ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଝାରବେଡ଼ା ଚାଉଳ କଳ ନିକଟରେ ଆଜି ଅପରାହ୍ନରେ ଏକ ଟ୍ରକ୍ ସାମ୍ନାରେ ପିଟି ହୋଇ ଜଣେ ବାଇକ୍ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ଚାନ୍ଦପଶି ଛକରୁ…
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୋଲନରା ବ୍ଲକ ଭେଜା ଓ ଲକ୍ଷ୍ମୀପୁର ମଝି ବୁଲାଣିରେ ଭାରସାମ୍ୟ ହରାଇ ବାଇକରୁ ପଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଭାବେ ଆହତ…
Read More...

ରାସ୍ତାରେ ପଡ଼ିଥିବା ବାଉଁଶ ଗଛ ଯୋଗୁଁ ଦୁର୍ଘଟଣା, ୨ ବାଇକ ଆରୋହୀ ଗୁରୁତର

ପାଟଣା : ପାଟଣା-କରଞ୍ଜିଆ ରାସ୍ତାର ହଳଦିବଟା ନିକଟରେ ରାସ୍ତାରେ ପଡ଼ିଯାଇଥିବା ଏକ ବାଉଁଶ ଗଛ ଉପରେ ଚଢ଼ି ଚକା ଖସିଯିବାରୁ ଗୋଟିଏ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ପାଟଣାରୁ…
Read More...