ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ହଜାର ୪୧୨ଜଣ ହିତାଧିକାରୀଙ୍କୁ ଟିକା
କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୮ ହଜାର ୪୧୨ ଜଣ ହିତାଧିକାରୀ ଟିକା ନେଇଛନ୍ତି। ୩୩୨ଟି ଟିକାକରଣ କେନ୍ଦ୍ରରେ ଏହି ପ୍ରତିଷେଧକ ପ୍ରଦାନ କରାଯାଇଛି। କେନ୍ଦ୍ର…
Read More...
Read More...