ବାହାଘର ଉତ୍ସବ ପାଳନ ବେଳେ ପୁଲିସ ଚଢାଉ, ୨ ଗିରଫ
ବାଲିଗୁଡା: କୋଭିଡ-୧୯ ନିୟମ ଉଲ୍ଲଂଘନ ମହଙ୍ଗା ପଡିଲା। କୋଭିଡ ନିୟମକୁ ଉଲ୍ଲଂଘନ କରି ପୁଅର ବାହାଘର କରୁଥିଲେ, ଯାହା ଫଳରେ ପୁଲିସ ଦ୍ୱାରା ଗିରଫ ହେଲେ। ଘଟଣାଟି ଘଟିଛି ବାଲିଗୁଡା ଥାନା ଅନ୍ତର୍ଗତ ତଗାକିଆ ଗ୍ରାମରେ।…
Read More...
Read More...