ରାଜ୍ୟରେ ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

0

କଟକ: ଡେଙ୍ଗୁ ପରେ ଏବେ ରାଜ୍ୟରେ ସ୍ୱାଇନ୍ ଫ୍ଲୁର ଆତଙ୍କ ସୃଷ୍ଟି ହୋଇଛି । ରାଜ୍ୟର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳର ଜଣେ ୨୩ବର୍ଷର ଯୁବତୀଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଥିବା ଜଣାପଡିଛି । ସେ  ଖଣ୍ଡଗିରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଗତବର୍ଷ ପ୍ରାୟ ୩୭୦ରୁ ଅଧିକ ସ୍ୱାଇନ୍ ଫ୍ଲୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପ୍ରାୟ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply