ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଶବ ସତ୍କାର କଟକଣା ହଟିଲା

ପୁରୀ :  ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଅଣ କୋଭିଡରେ ମୃତବ୍ୟକ୍ତିଙ୍କ ଶବ ସତ୍କାର ନେଇ ପୂର୍ବରୁ ଜାରି କଟକଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଟେଇ ଦିଆଯାଇଛି । ଜିଲ୍ଲାରେ କୋଭିଡ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇବା ପରେ ଜିଲ୍ଲାପାଳ  ସମର୍ଥ ବର୍ମା ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । କୋଭିଡ ନିୟମାବଳୀ ଅନୁପାଳନ ପୂର୍ବକ ସର୍ବାଧିକ ୧୦ ଜଣଙ୍କ ଉପସ୍ଥିତିରେ ଶବ ସତ୍କାର କରିବା ନେଇ ନିର୍ଦ୍ଦେଶ ରହିଛି ।

Comments are closed.