ଜିଲ୍ଲାପାଳ ଦେଲେ ସ୍ୱଚ୍ଛତାର ବାର୍ତ୍ତା

0

ଖୁଣ୍ଟା :ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ରବିବାର ଭୋର ସମୟରେ ହଠାତ ପହଞ୍ଚି ଖୁଣ୍ଟା ବଜାରରେ ସଫେଇ କରିଥିଲେ। ଆବର୍ଜନା ପକାଇବା ପାଇଁ ନୂତନ ଭାବେ ସ୍ଥାପିତ ହୋଇଥିବା ଜୈବିକ ଓ ଅଜୈବିକ ଆବର୍ଜନା କୁଣ୍ଡ ବ୍ୟବହାର କରିବାକୁ ପରାର୍ମଶ ଦେଇଥିଲେ। ସାନଖୁଣ୍ଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ଜାଣିବା ପାଇଁ ରଖାଯାଇଥିବା ଶୌଚାଳୟ ପାଇଁ ଉର୍ଦ୍ଦିଷ୍ଟ ଟୁଇନ ପିଟକୁ ଉଦଘାଟନ କରିଥିଲେ। ଗୋପବନ୍ଧୁ ନଗର ବିଡ଼ିଓ ମନୋଜ କୁମାର ବେହେରା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply