ଇଣ୍ଡୋନେସିଆ ପୁଲିସ ଷ୍ଟେସନ ବାହା‌ରେ ଆତ୍ମଘାତୀ ବୋମା ବିସ୍ପୋରଣ : ଜଣେ ମୃତ, ଅନେକ ଆହତ

ଇଣ୍ଡୋନେସିଆ : ଇଣ୍ଡୋନେସିଆର ମେଦାନରେ ଥିବା ଏକ ପୁଲିସ ଷ୍ଟେସନ ବାହାରେ ବୁଧବାର ସକାଳ ସମୟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଆତ୍ମଘାତୀ ନିଜକୁ ବୋମାରେ ବିସ୍ପୋରଣ କରିଥିବା ଜଣାପଡିଛି। ଏଥିରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟ ଆକ୍ରମଣକାରୀମାନଙ୍କୁ ପୁଲିସ୍ ଖୋଜୁ ଥିବା ଜଣାପଡିଛି।

Comments are closed.