ହାଜତରେ ଆସାମୀର ଉନ୍ମତ୍ତ କାଣ୍ଡ

0

ବ୍ରହ୍ମପୁର: ଗାଙ୍ଗପୁର ଥାନା ହାଜତ ଭିତରେ ଜଣେ କଏଦୀର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। କଏଦୀ ଜଣକ ହେଉଛି ଦେବରାଜ ଚର୍ଚ୍ଚା ଓରଫ ବାଘା। ଦେବରାଜ ଏକ ବ୍ଲେଡରେ ନିଜର ବେକ କାଟି ଦେଇଥିଲା। ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply