‘ସଦସ୍ୟ ସଂଗ୍ରହ ଅଭିଯାନ’ର ସହସଂଯୋଜକ ହେଲେ ସୁରେଶ ପୂଜାରୀ

ବରଗଡ଼ : ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଗୁରୁବାର ଦଳ ପକ୍ଷରୁ ଆଉ ଏକ ଦାୟିତ୍ୱ ମିଳିଛି। ସୁରେଶ ବିଜେପିର ‘ସଦସ୍ୟ ସଂଗ୍ରହ ଅଭିଯାନ’ର ସହସଂଯୋଜକ ହୋଇଛନ୍ତି। ଅନ୍ୟପକ୍ଷରେ ଶିବରାଜ ଚୌହ୍ୱାନ ‘ସଦସ୍ୟ ସଂଗ୍ରହ ଅଭିଯାନ’ର ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ଏହାସହ ଦୁଷ୍ମନ୍ତ ଗୌତମ, ଅରୁଣ ଚତୁର୍ବେଦୀ ଓ ଶୋଭା ସୁରେନ୍ଦ୍ରନ୍‍ ସହସଂଯୋଜକ ଦାୟିତ୍ୱ ବହନ କରିଛନ୍ତି।

Comments are closed.