ଡିସେମ୍ବରରେ ନିଯୁକ୍ତ ହେବେ ନୂଆ ଆମିକସକ୍ୟୁରି ; ସୁପ୍ରିମକୋର୍ଟ

0

ଭୁବନେଶ୍ବର: ଡିସେମ୍ବର ମାସରେ ନୂଆ ଆମିକସକ୍ୟୁରି ନିଯୁକ୍ତ ହେବ । ଶନିବାର ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ଆମିକସକ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କୁ ଦାୟିତ୍ବରୁ ଅବ୍ୟାହତି  ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ନୂଆ ଆମିକସକ୍ୟୁରି ନିଯୁକ୍ତି ସମ୍ଭାବନା ରହିଛି । ଆସନ୍ତା ବର୍ଷ ଜାନୁୟାରୀ ଦ୍ବିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଣୁଣାଣି ନେଇ ଦିନଧାର୍ଯ୍ୟ କରାଯାଇଛି ।

Leave A Reply