କରୋନା ପ୍ରଭାବ : ସୁପ୍ରିମକୋର୍ଟ କାର୍ଯ୍ୟ ପରିସର ସୀମିତ ; ୫ଟି ବେଞ୍ଚରେ ମାମଲା ଶୁଣାଣି

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଗୁରୁବାରଠାରୁ ସୁପ୍ରିମକୋର୍ଟ ଏହାର କାର୍ଯ୍ୟ ପରିସରକୁ ସୀମିତ କରିଛନ୍ତି। ମାତ୍ର ୫ଟି ବେଞ୍ଚ ଦ୍ୱାରା ମାମଲା ଗୁଡ଼ିକର ଶୁଣାଣିକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ କେବଳ ତାଲିକାଭୁକ୍ତ ଜରୁରୀ ମାମଲାଗୁଡ଼ିକର ଏହି ସବୁ ଖଣ୍ଡପୀଠରେ ଶୁଣାଣି କରାଯିବ।

Comments are closed.