କରୋନା କାର୍ଯ୍ୟରେ ଅବହେଳା ; ଅତିରିକ୍ତ ତହସିଲଦାର ନିଲମ୍ବିତ

ତିହିଡି : ଭଦ୍ରକ ଜିଲା ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଧଳଙ୍କୁ ଗୁରୁବାର ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ନିଲମ୍ବିତ କରିଛନ୍ତି। କରୋନା ସମୟରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ନିଲମ୍ବନ କରାଯାଇଥିବା ଭଦ୍ରକ ଜିଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Comments are closed.