ଯାଜପୁରରେ ସର୍ବଭାରତୀୟ ସୁନ୍ନି ଇଜତେମା

ଯାଜପୁର: ଯାଜପୁର ବାଳାଶ୍ରମ ପଡିଆରେ ସର୍ବଭାରତୀୟ ସୁନି ଇଜତେମା ଆରମ୍ଭ ହୋଇଛି। ଏହି ଧର୍ମ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ମୁସଲମାନ ଧର୍ମାବଲମ୍ବୀ ସାମିଲ ହୋଇ କୋରାନରେ ରହିଥିବା ଧର୍ମବାଣୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇଥିଲେ ।

Comments are closed.