ପୁଲିସ ପାଟ୍ରୋଲିଂ ଭ୍ୟାନ ଓଲଟି ଯବାନ ମୃତ

ସୁନ୍ଦରଗଡ଼: ପୁଲିସ ପାଟ୍ରୋଲିଂ ଭ୍ୟାନ ଓଲଟି ଜଣେ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ଆହତ ହୋଇଛନ୍ତି। ହେମଗିରି ଥାନା କାଲୋବାହଲ ନିକଟରେ ପୁଲିସ ଭ୍ୟାନଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ଓଏଏସ୍‌ପି ଯବାନଙ୍କ ମୃତ୍ୟୁ ହୋଥିବାବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ଅଭିଯୁକ୍ତ କୋର୍ଟରେ ହାଜର କରାଇ ଫେରିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

Comments are closed.