ସୁମିତ ଦେବ ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବରେ ମଙ୍ଗଳବାର ସୁମିତ୍ ଦେବଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତମାନ ଏନ୍ଏମଡ଼ିସିର କାର୍ମିକ ନିର୍ଦେଶକ ଅଛନ୍ତି । ୨୦୨୩ ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ ।

Comments are closed.