୨୦୧୮ ମାରୁତି ସୁଜ୍‍କି ସିଆଜ୍‍ର ବୁକିଙ୍ଗ ଆରମ୍ଭ

0

ନୂଆଦିଲ୍ଲୀ : ୨୦୧୮ ମାରୁତି ସୁଜ୍‍କି ସିଆଜ୍‍ର ବୁକିଂ ଗୁରୁବାରଠାରୁ ଆରମ୍ଭ ହୋଇଛି। ମାରୁତି ସୁଜକି କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି। ଗ୍ରାହକମାନେ ୧୧୦୦୦ ଟଙ୍କା ଦେଇ ଡିଲର ମାନଙ୍କ ନିକଟରେ କାର ବୁକିଙ୍ଗ କରିପାରିବେ। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି କାର ଭାରତ ବଜାରରେ ପ୍ରବେଶ କରିବ। ମାରୁତି ସୁଜକି ନୂତନ ମଡେଲ କାରର ଏକ ଭିଡିଓ ଜାରି କରାଯାଇଛି। ଏହି ନୂଆ ମଡେଲ କାରର ଦାମ ୮ ଲକ୍ଷରୁ ୧୩ ଲକ୍ଷ ମଧ୍ୟରେ ରହିଛି।

Leave A Reply