ଭାଗ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

0

ଝାରସୁଗୁଡ଼ା : କୋଲାବିରା ସମାସିଙ୍ଘାରେ ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଭାଗଚାଷୀ ହେଲେ ଯୁଧିଷ୍ଠିର ମଲ୍ଲିକ। ଋଣଭାର ସହି ନପାରି ସେ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Leave A Reply