ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ଚିକିଲାପାରା ପାହାଡ଼ ଉପରୁ ଦୁଇ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ରମେଶ ରାଉତ(୨୦) ଓ ଲଳିତା ରାଉତ ଦୁହେଁ ବେକରେ ରସି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉଭୟଙ୍କ ଘର ରାଇଘର ଅନ୍ତର୍ଗତ ଦୁବଲା ଗ୍ରାମରେ। ପ୍ରେମକୁ ସାମାଜିକ ସ୍ୱୀକୃତି ନ ମିଳିବାରୁ ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି l

Comments are closed.