ଭାରତକୁ ଆଉ ୨ଟି ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ଟି ପଦକ ମିଳିଛି । ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଛି। ହେଭିେଓ୍ୱଟ୍ ପାରା ପାୱାରଲିଫ୍ଟିଂରେ ଭାରତର ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।


ସେହିପରି ଲଙ୍ଗ୍ ଜମ୍ପ୍‌ରେ ମୁରଲୀ ଶ୍ରୀଶଙ୍କର ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲରେ ୮.୦୮ ମିଟର ଡେଇଁ  ଶ୍ରୀଶଙ୍କର ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

Comments are closed.