କରୋନାରେ ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ

ମୁମ୍ବଇ : ବଲିଉଡ଼ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ ହୋଇଛି ।କରୋନାରେ ସୁଦର୍ଶନ ରତନଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଅଭିନେତା ଶେଖର ସୁମନ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।

ଶେଖର ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ଜରିଆରେ ଟୁଇଟ୍ କରି ଲେଖିଛନ୍ତି, ‘କରୋନା କାରଣରୁ ମୋର ଜଣେ ବନ୍ଧୁ ସୁଦର୍ଶନ ରତନଙ୍କୁ ମୁଁ ହରାଇଲି ।ସେ ମାଧୁରୀ ଦୀକ୍ଷିତ ଏବଂ ମୋଁ ଅଭିନୀତ ‘ମାନବ ହତ୍ୟା’(୧୯୮୬) ଭଳି ଫିଲ୍ମର ନିର୍ଦେଶନା ଦେଇଥିଲେ ।

Comments are closed.