ଶଶିକାନ୍ତ ଜଣେ ଦୁର୍ନିତିଗ୍ରସ୍ତ ବ୍ୟକ୍ତି : ସୁବ୍ରମଣ୍ୟମ ସ୍ୱାମୀ

0

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାସଂଦ ସୁବ୍ରମଣ୍ୟମ ସ୍ୱାମୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଶଶିକାନ୍ତ ଦୁର୍ନିତିରେ ଲିପ୍ତ ରହିଥିଲେ। ଇଣ୍ଡିଆନ ସ୍କୁଲ ଅଫ ବିଜନେସରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ଶଶିକାନ୍ତ ଅର୍ଥ ମନ୍ତ୍ରାଳୟରେ ଥିବା ସମୟରେ ଦୁର୍ନିତି ପାଇଁ ତାଙ୍କୁ ମୁଁ ବିଭାଗରୁ ବାହାର କରିଥିଲି। କିନ୍ତୁ ତାଙ୍କୁ ଆରବିଆଇର ଗଭର୍ଣ୍ଣର କରିବା ମତେ ଚକ୍କିତ କରିଛି। ଶଶିକାନ୍ତଙ୍କ ବଦଳରେ ବେଙ୍ଗେଲୁରୁର ପ୍ରୋଫେସର ବୈଦନାଥନଙ୍କୁ ନିଯୁକ୍ତି ଦିଆଯିବା ଦରକାର ବୋଲି ସେ କହିଛନ୍ତି।

Leave A Reply