ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ୨ ବାଇକ ଆରୋହୀ ମୃତ

ସୁବର୍ଣ୍ଣପୁର: ମନମୁଣ୍ଡା ରାସ୍ତାର ଖଇରମାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ୨ ବାଇକ ଆରୋହୀ ମୃତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା ଜଣାପଡ଼ିଛି।

Comments are closed.