ସତ୍ୟବାଦୀରୁ ସଂଗୃହୀତ ୩୩ କରୋନା ନମୁନାରୁ ୩୨ ନେଗେଟିଭ୍

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଥାନାଅନ୍ତର୍ଗତ ଅହମ୍ମଦପୁର ବସ୍ତିରୁ ଶନିବାର କରୋନା ସଂକ୍ରମଣ ସନ୍ଦେହରେ  ତେତିଶ ଜଣଙ୍କ ନମୁନା ସଂଗ୍ରହ କରା ଯାଇ ପରୀକ୍ଷା ପାଇଁ ଭୁବନେଶ୍ଵର ପଠାଯାଇ ଥିଲା । ସେଥି ମଧ୍ୟରୁ ବତିଶ ଜଣଙ୍କର ନେଗେଟିଭ ରହିଛି । ଜଣଙ୍କର ରିପୋର୍ଟ ମିଳିପାରି ନାହିଁ  ବୋଲି ସାକ୍ଷୀଗୋପାଳ ମେଡିକାଲ ଅଫିସରଙ୍କ ଠାରୁ ଜଣାପଡିଛି ।

Comments are closed.