ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଯଶୁଆପୁର ବିଜୟୀ

0

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ଖେଳ ପଡିଆରେ ରବିବାର ଅନୁଷ୍ଠିତ ପଞ୍ଚଦଶ ତମ ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ ଫାଇନାଲ ମ୍ୟାଚରେ ଯଶୁଆପୁର ଦଳ ବିଜୟୀ ହୋଇଛି। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସାସଂଦ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ କପ୍ ଓ ନଗଦ ଚଉଦ ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ଉତ୍ସବର ସଭାପତି ବିଧାୟକ ଉମାକାନ୍ତ ସାମନ୍ତରାୟ ଗୋପୀନାଥପୁର ଦଳକୁ ରନର୍ସ କପ୍ ଓ ୧୨୦୦୦ ଟଙ୍କା ପ୍ରଦାନ କରିଥିଲେ ।

Leave A Reply